ଅଦାକୁ ରୋଷେଇରେ ମସଲା ଭାବେ ବ୍ୟବହାର କରନ୍ତି; ଅଦାରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅଦା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ; ଆସନ୍ତୁ ଜାଣିବା ଅଦାର ଉପକାରିତା ଗୁଣ ବିଷୟରେ

  • ଅଦାରେ ଭରପୂର ମାତ୍ରାରେ ପ୍ରୋଟିନ, ଆଇରନ, କ୍ୟାଲସି୍ୟମ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ଥଣ୍ଡା, କାଶ, ମୁଣ୍ଡବ୍ୟଥା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ

  • ଅଦା ନିୟମିତ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଓ ମୁଣ୍ଡବ୍ୟଥା ଭଳି ସମସ୍ୟା ଦୂରହୋଇଥାଏ; ଅଦା ଚା’ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ

  • ଯଦି ଭୋକ ଲାଗୁନଥାଏ; ନିୟମିତ ଅଦା ସେବନ କରନ୍ତୁ; ଏକ ଛୋଟ ଅଦା ଖଣ୍ଡରେ ଅଳ୍ପ କିଛି ଲୁଣ ମିଶାଇ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଏହି ସମସ୍ୟାରୁ ଉପଶମ ମିଳିଥାଏ

  • ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ନିୟମିତ ଅଦା ଖାଇବା ଆବଶ୍ୟକ; ଏହାସହ କିଡନୀଜନିତ ରୋଗର ସମ୍ଭାବନାକୁ ମଧ୍ୟ ଏଡାଇଦିଆଯାଇଥାଏ

  • ପ୍ରତିଦିନ ଖାଲିପେଟରେ ଅଳ୍ପ ଅଦା ଖାଇବା ଆବଶ୍ୟକ; ଏହାଦ୍ୱାରା ତ୍ୱଚାର ସୁନ୍ଦରତାରେ ବୃଦ୍ଧି ସହ ଚମକ ମଧ୍ୟ ବୃଦ୍ଧି ପାଇଥାଏ

LEAVE A REPLY

Please enter your comment!
Please enter your name here