ବଲିଉଡ୍‌ ଅଭିନେତ୍ରୀ ସେରଲିନ ଚୋପ୍ରା KWAN ଟ୍ୟାଲେଣ୍ଟ ଏଜେନ୍ସି ବିରୋଧରେ ମୁହଁ ଖୋଲିଲେ; ସଂସ୍ଥାର ପ୍ରତିଷ୍ଠାତା ଅନିର୍ବାଣ ତାଙ୍କ ସହ ଅସଦାଚରଣ କରିଥିବା ସେରଲିନ ଚୋପ୍ରା ଟ୍ଵିଟ୍‌ ଜରିଆରେ ସୂଚନା ଦେଇଛନ୍ତି; ତାଙ୍କ ଶରୀରର କିଛି ପ୍ରାଇଭେଟ୍‌ ପାର୍ଟକୁ ଛୁଇଁ ପାରିବି କି ବୋଲି ଅନିର୍ବାଣ ଅନୁମତି ଚାହିଁବା ସହ ତାଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ Are Your Breasts Real ? ଏହାର କଡ଼ା ଜବାବ ଦେଇଥିଲେ ସେରଲିନତାଙ୍କର ଏହି ଟ୍ଵିଟ୍‌ରୁ ଜଣାପଡ଼ିଛି ଯେ, ଜଣେ ଅଭିନେତ୍ରୀଙ୍କୁ କାମ ପାଇବା ପୂର୍ବରୁ କାଷ୍ଟିଂ କାଉଚ୍‌ର ସମ୍ମୁଖୀନ ହେବାକୁ ପଡ଼ିଥାଏ; ତେବେ KWAN ଟ୍ୟାଲେଣ୍ଟ ଏଜେନ୍‌ସିକୁ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ରେ NCB ତଦନ୍ତ କରୁଥିବା ବେଳେ ସଂସ୍ଥା ବିରୋଧରେ ଏକ ନୂଆ ଅଭିଯୋଗ ଯୋଡ଼ି ହୋଇଯାଇଛି

LEAVE A REPLY

Please enter your comment!
Please enter your name here