ଆଜି ୭.୧୨.୨୦୧୯, ଶନିବାର ଆଜିର ରାଶିଫଳରେ କିପରି ରହିବ ଆପଣଙ୍କ ଭାଗ୍ୟ ଆସନ୍ତୁ ଜାଣିବା

0
283

ମେଷ – ଆଜି ଅର୍ଥ ଲାଭ ହୋଇପାରେ; ଆମୋଦ-ପ୍ରମୋଦରେ ସମୟ ବିତେଇପାରନ୍ତି; ମହିଳାମାନେ ଧର୍ମପରାୟଣ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ପଦ୍ନତି ହୋଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଶାନ୍ତି ବଜାୟ ରହିପାରେ
ବୃଷ – ଆଜି ମନ ଅଶାନ୍ତ ରହିପାରେ; ଋଣଗ୍ରସ୍ତ ହୋଇପାରନ୍ତି; ଦୂରସ୍ଥାରୁ ଦୁଃସମ୍ବାଦ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟପାରରେ କ୍ଷତି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ
ମିଥୁନ – ଆଜି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; ହଠାତ ଦୁର୍ଘଟଣାର ଶିକାର ହୋଇପାରନ୍ତି; ଛାତ୍ରଛାତ୍ରୀ ମାନେ ଚିନ୍ତିତ ରହିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଶତ୍ରୁତା କରିପାରନ୍ତି; ବ୍ୟାପାରରେ କ୍ଷତି ହୋଇପାରେ; ପରିବାରରେ ଅଶାନ୍ତି ହୋଇପାରେ
କର୍କଟ – ଆଜି ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହୋଇପାରେ; କିନ୍ତୁ ସାମାଜିକ ସ୍ତରରେ ସମ୍ମାନିତ ହୋଇପାରନ୍ତି; ମହିଳା ମାନେ ଶଶୁରାଳୟରୁ ସୁସମ୍ବାଦ ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଅପବାଦ ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ସିଂହ – ଆଜି ଖର୍ଚ୍ଚବୃଦ୍ଧି ଚିନ୍ତାର କାରଣ ହୋଇପାରେ; କୋର୍ଟ-କଚେରୀ କାର୍ଯ୍ୟରେ ଫସିଯାଇପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ
କନ୍ୟା – ଆଜି ଅକସ୍ମାତ ଅର୍ଥ ଲାଭ ହୋଇପାରେ; ବନ୍ଧୁ ଗହଣରେ ଆମୋଦ ପ୍ରୋମଦର ଦିନଟି କଟି ପରେ; ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ଉଚ୍ଚାଧିକାରୀଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି; ବ୍ୟାପାରରେ ବିସ୍ତାର ଓ ପ୍ରସାର ହୋଇପାରେ; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ତୁଳା – ଆଜି କୌଣସି ନୂତନ ବାହାନ, ଭୂମି କ୍ରୟ କରିବାର ସମ୍ଭାବନା ରହିଛି; ଶାରୀରିକ ସୁସ୍ଥ ରହିପାରନ୍ତି; ମହିଳାମାନେ ସୁଖୀ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
ବିଛା – ଆଜି ଅର୍ଥ ବ୍ୟୟ ମାନସିକ ଅଶାନ୍ତ କରିପାରେ; ହଠାତ ପଡୋଶୀ ସହ କଳହ ହୋଇପାରେ; ଛାତ୍ରଛାତ୍ରୀମାନେ କିନ୍ତୁ କୃତକର୍ଯ୍ୟ ହୋଇଆରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତ ହେତୁ ମାନହାନି ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ହାନି ହୋଇପାରେ; ପରିବାରରେ ସାମାନ୍ୟ କଥାକୁ ନେଇ କଳହ ହୋଇପାରେ
ଧନୁ – ଆଜି ଗୁପ୍ତଶତ୍ରୁନ୍କ ଗୁପ୍ତ ଚକ୍ରାନ୍ତ ନିର୍ଦ୍ଧାରିତ କାର୍ଯ୍ୟଟିକୁ ଅସଫଳ କରିଦେଇପାରେ; ଗୃହକୁ ଅସବାବ କିଣି ଖର୍ଚ୍ଚାନ୍ତ ହୋଇପାରନ୍ତି; ସାର୍ବଜନିକ ସ୍ଥାନରେ ଅସମ୍ମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ନିନ୍ଦା ମିଳିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ବିବାଦ ହୋଇପାରେ; ପରିବାରେ କିନ୍ତୁ ସୁଖ-ଶାନ୍ତିରେ ସମୟ କାଟିପାରନ୍ତି
ମକର – ଆଜି ଶତ୍ରୁ ମାନେ ପରାଜିତ ହୋଇପାରନ୍ତି; କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି; ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଛାଧୀକରିଙ୍କ ପ୍ରଶଂସା ମିଳିପାରେ; ବ୍ୟାପାରରେ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ଲାଭବାନ ହୋଇପାରନ୍ତି; ପରିବାରରେ ଶାନ୍ତି ଦେଖାଦେଇପାରେ
କୁମ୍ଭ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ନୂତନ ବସ୍ତ୍ରଭୂଷଣଃ, ଖାଦ୍ୟପେୟ ମିଳିପାରେ; ବନ୍ଧୁଙ୍କ ସହ ମଉଜ ମଜଲିଶରେ ସମୟ କାଟିଆରନ୍ତି; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରୁ ଲାଭ ବୃଦ୍ଧି ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରନ ଦେଖାଦେଇପାରେ
ମୀନ – ଆଜି ଅର୍ଥହାନୀର ସାମ୍ବଭନା ରହିଛି; ପୁରାତନ ବନ୍ଧୁଙ୍କ ସହ ବିବାଦ ହୋଇପାରେ; ମହିଳାମାନେ କଟୁ କଥା ତାଙ୍କ ସୁସ୍ଵରାଲୟରୁ ସୁନିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ଅର୍ଥ ବୁଡିଯାଇପାରେ; ପରିବାରରେ ନିଜର ଅତ୍ୟଧିକ ପ୍ରତିକ୍ରିୟାଶୀଳତା ହେତୁ କଳହର ବାତାବରଣ ହୋଇପାରେ

LEAVE A REPLY

Please enter your comment!
Please enter your name here