ଏକ ପ୍ରାଇଭେଟ କମ୍ପାନୀ ର କର୍ମଚାରୀ ସୁଇସାଇଡ଼୍ କରିଛନ୍ତି ହାଇଦ୍ରାବାଦରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ସୁଇସାଇଡ଼୍ ନୋଟ୍ ରେ ନରେନ୍ଦ୍ର ମୋଦିଙ୍କ ବିଷୟରେ କିଛି ଲେଖିକି ଯାଇଛନ୍ତି ।
ହାଇଦ୍ରାବାଦର ଗୋଟିଏ ପ୍ରାଇଭେଟ କମ୍ପାନୀର ଜଣେ କର୍ମଚାରୀ ଉପର ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି, ଘଟଣାଟି ଘଟିଛି ହାଇଦ୍ରାବାଦ ର ସୈଦାବାଦରେ । ୩୦ ବର୍ଷୀୟ ଯୁବକ ନୁଥାଲଙ୍ଗତି ନରସିଂହ ନିଜ ଅଫିସ ରେ ହି ଦଉଡ଼ି ଲଗେଇ ଆତ୍ମହତ୍ୟା କରିଛନ୍ତି ।
ଏକ ଚିଠିରେ ସେ ଲେଖିଛନ୍ତି ଉପର ଅଫିସର ମାନଙ୍କ ନିର୍ଯାତନା ଅସହ୍ୟ ହେଉଛି ସେଥିପାଇଁ ମୁଁ ଯାଉଛି । ଆହୁରି ମଧ୍ୟ ସେ ଲେଖିଛନ୍ତି ଦେଶକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ବଞ୍ଚେଇ ପାରିବେ ।
ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here