ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ନିଷେଧ; ତେବେ ଏହା ପଛରେ ଏକ ପୌରାଣିକ ତଥ୍ୟ ରହିଛି; ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ; କାରଣ ଚନ୍ଦ୍ର ନିଜ ସୁନ୍ଦରତାକୁ ନେଇ ଗର୍ବ କରିଥିଲେ ଏବଂ ଗଣେଶଙ୍କ ଶୁଣ୍ଢକୁ ନେଇ ତାତ୍ସଲ୍ୟ କରିଥିଲେ; ତେଣୁ ଗଣେଶ କ୍ଷୁବ୍ଧ ହୋଇ ଚନ୍ଦ୍ରଙ୍କୁ ଅଭିଶାପ ଦେଇ କହିଥିଲେ ଯେ ଗଣେଶ ଚତୁର୍ଥୀ ଦିନ ଯେଉଁ ବ୍ୟକ୍ତି ଚନ୍ଦ୍ରଙ୍କୁ ଦର୍ଶନ କରିବେ ସେ କଳଙ୍କିତ ସାବ୍ୟସ୍ତ ହେବେଏପରିକି ଶ୍ରୀକୃଷ୍ଣ ମଧ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଚନ୍ଦ୍ରଙ୍କୁ ଦର୍ଶନ କରିଥିବାରୁ ତାଙ୍କୁ ସ୍ୟମନ୍ତକ ମଣି ଚୋରି କରିବାର ମିଥ୍ୟା କଳଙ୍କ ଲାଗିଥିଲା; ଦୈବାତ ଚନ୍ଦ୍ର ଦର୍ଶନ କରନ୍ତି ତେବେ ଦୋଷ, ଦୁଃଖ ଓ ଅପବାଦରୁ ମୁକ୍ତି ପାଇଁ ସ୍ୟମନ୍ତକମଣି ଉପାଖ୍ୟାନ ଶ୍ରବଣ ତଥା ଉତ୍ତର ଦିଗକୁ ମୁଖ କରି ୩ ଥର ନିମ୍ନଲିଖିତ ମନ୍ତ୍ରଟି ପାଠ କରିବା ଆବଶ୍ୟକ

“ସିଂହ ପ୍ରସେନମବଧି ସିଂହ ଜାମ୍ବବତୀ ହତାଃ ସୁକୁମାର ମାରୋଦୀ ତବଦ୍ଵେଷ ସ୍ୟମନ୍ତକ”

LEAVE A REPLY

Please enter your comment!
Please enter your name here