କ୍ୟାନ୍ସର୍ ଏକ ଏମିତି ରୋଗ ଯାହା ନାମ ଶୁଣିଲା ପରେ ସମସ୍ତଂକ ଦେହ ଥରି ଉଠେ , ଯାହାକୁ ଜଣାପଡେ କି ତାକୁ କ୍ୟାନ୍ସର ହୋଇଛି ତାହେଲେ ସେ ନିଜକୁ ମୃତ ବୋଲି ଭାବିବା ଆରମ୍ଭ କରି ଦିଏ , ସେ ବଂଚିବାର ଆଶା ଛଡିଦିଏ । ଏହିପରି ପରିସ୍ଥିତିରେ ମେଡିକାଲ୍ ସାଇନ୍ସ୍ କ୍ୟାନସର୍ ର ପ୍ରତିକାର ବାହାର କରିଛି ଯାହା ମାତ୍ର ୪୮ ଘଣ୍ଟା ଭିତରେ କ୍ୟାନସ୍ର ରୋଗୀଂକୁ ଠିକ୍ କରିଦବ ।
ବାସ୍ତବରେ କଥା ଏମିତି କି ଆମେରିକାରେ କରାଯାଇଥିବା ଏକ ଗବେଷଣାରେ ଜଣା ପଡିଛି କି କ୍ୟାନ୍ସର୍ ଭଳି ଗମ୍ଭୀର ରୋଗକୁ ପୁରା ମୂଳରୁ ଆରୋଗ୍ୟ କରାଯାଇ ପାରିବ , କେବେଳ ଏତିକି ନୁଂହେ ପିଡୀତଂକୁ କୌଣସି ଦାମୀ ଔଷଧ ଆଉ ଟ୍ରିଟମେଣ୍ଟ ର ବି ଆବଶ୍ୟକତା ପଡିବନି । ଏଥିପାଂଇ ରୋଗୀ ମାନଂକୁ କିଛି ପ୍ରାକୃତିକା ଜିନିଷର ବ୍ୟବହାର କରିବାକୁ ପଡିବ , ଯେଉଂଥିରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ମାତ୍ର ୪୮ ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ଭଲ ହୋଇଯିବ ।
ଆମେ କହିଦେବାକୁ ଚାହୁଂଛୁ କି, କ୍ୟାନ୍ସର ଏକ ଏମିତି ରୋଗ ଯେଉଂ ରୋଗ ହେଲେ ରୋଗୀର ବଂଚିବାର ବହୁତ କମ୍ ଚାନ୍ସ ଥାଏ, କେବଳ ଏତିକି ନୁଂହେ ଏହାର ଟ୍ରିଟମେଣ୍ଟ୍ ବି ବହୁତ ଦାମୀ । କେତେ ଥର ତ ଏମିତି ବି ହୁଏ କ୍ୟାନ୍ସର ଚିକିତ୍ସା ସମୟରେ କେମୋଥ୍ୟରୋପି ଦ୍ୱାରା ବି ରୋଗୀଂକର ଜୀବନ ଚାଲିଯାଇ ଥାଏ ।
ଉଲ୍ଲେଖଯୋଗ୍ୟ ଯେ, ଆମେରିକାର କାଲିଫୋର୍ଣ୍ଣିଆ ୟୁନିଭର୍ସିଟିରେ କ୍ୟାନ୍ସର ରୋଗ ଉପରେ ଗବେଷଣା କଲା ପରେ ସାମ୍ନାକୁ ଆସିଛି ଯେ ରୋଗୀଂକୁ ଆଂଗୁର୍ ମଞ୍ଜିର ରସ ପିଇବାକୁ ଦେଲେ ବହୁତ ଶୀଘ୍ର ପରିଣାମ ଦେଖିବାକୁ ମିଳିବ,  ଏହି ରିସର୍ଚ ଉପରେ କଲେଜର ମେଡିକଲ୍ ଫିଜିକ୍ସ୍ ର ସିନିୟର ପ୍ରଫେସର ଡଃ ହାର୍ଡିନ୍ ବି. ଜନ୍ସ୍  କହିଛନ୍ତି କି ଗତ ୨୫ ବର୍ଷ ଗବେଷଣା ଭିତରେ , ସାମ୍ନାକୁ ଆସିଲା କି ଅଂଗୁର୍ ମଞ୍ଜିର ରସରେ କ୍ୟାନ୍ସର ଉପରେ ଅତିଶୀଘ୍ର ପ୍ରଭାବ ପଡିଥାଏ । ଆଉ ମଧ୍ୟ ବୈଞାନିକ ମାନେ କହିଛନ୍ତି ଏହି ରସ ଦ୍ୱାରା କ୍ୟାନ୍ସର ୭୬% ମୂଳରୁ ସଫା ହୋଇଯିବ ।

LEAVE A REPLY

Please enter your comment!
Please enter your name here