ମେଷ – ଏହି ରାଶିର ତିନୋଟି ନକ୍ଷତ୍ର ରହିଛି; ଯଥା ଦ୍ଵିଜା ନକ୍ଷତ୍ର, ଅଶ୍ୱିନୀ ନକ୍ଷତ୍ର ଓ କୃତ୍ତିକା ନକ୍ଷତ୍ର
ନାମର ମୂଳ ଅକ୍ଷର ଚେ, ଚୁ, ଛ, ଲା ହୋଇଥିଲେ ଦ୍ଵିଜା ନକ୍ଷତ୍ର ହୋଇଥାଏ
ନାମର ମୂଳ ଅକ୍ଷର ଲି, ଲୁ, ଲେ, ଲୋ ହୋଇଥିଲେ ଅଶ୍ୱିନୀ ନକ୍ଷତ୍ର ହୋଇଥାଏ
ନାମର ମୂଳ ଅକ୍ଷର ଅ ହୋଇଥିଲେ କୃତ୍ତିକା ନକ୍ଷତ୍ର ହୋଇଥାଏ
ଶୁଭରଙ୍ଗ – ଲାଲ, ଶୁଭବାର – ମଙ୍ଗଳବାର, ଘାତବାର – ରବିବାର
ବ୍ୟକ୍ତିତ୍ୱ
ମେଷ ରାଶିର ବ୍ୟକ୍ତି ସର୍ବଦା ସାହସୀ, କ୍ରୋଧୀ, କର୍ତ୍ତବ୍ୟବାନ, ପରୋପକାରୀ, କାର୍ଯ୍ୟ ତତ୍ପର, ଏକଜିଦିଆ ହୋଇଥାନ୍ତି
ବୃଷ – ଏହି ରାଶିର ତିନିଟି ନକ୍ଷତ୍ର ରହିଛି; ଯଥା ରୋହିଣୀ, କୃତ୍ତିକା ଓ ମୃଗଶିରା ନକ୍ଷତ୍ର
ନାମର ମୂଳ ଅକ୍ଷର ଓ, ଏ, ଉ ହୋଇଥିଲେ କୃତ୍ତିକା ନକ୍ଷତ୍ର ହୋଇଥାଏ
ନାମର ମୂଳ ଅକ୍ଷର ବା, ବି, ବୁ, ଓ ହୋଇଥିଲେ ରୋହିଣୀ ନକ୍ଷତ୍ର ହୋଇଥାଏ
ନାମର ମୂଳ ଅକ୍ଷର ବେ, ବୋ ହୋଇଥିଲେ ମୃଗଶିରା ନକ୍ଷତ୍ର ହୋଇଥାଏ
ଶୁଭ ରଙ୍ଗ – ଧଳା, ଶୁଭବାର – ଶୁକ୍ରବାର, ଘାତବାର – ଶନିବାର
ବ୍ୟକ୍ତିତ୍ୱ
ବୃଷ ରାଶିର ବ୍ୟକ୍ତି ସର୍ବଦା ଗୁରୁଙ୍କୁ ସମ୍ମାନ, ବିଶ୍ୱାସୀ, ଦୟାଳୁ, ସାହସୀ, କ୍ରୋଧୀ, ଏକାବୁଝା, ପରୋପକାରୀ, ବସ୍ତ୍ରଭୂଷଣଃ ପ୍ରିୟ, ନିଷ୍ଠାବାନ ହୋଇଥାନ୍ତି; ବେଳେ ବେଳେ ଅଳସୁଆ ମଧ୍ୟ ହୋଇଥାନ୍ତି

LEAVE A REPLY

Please enter your comment!
Please enter your name here