ଲେମ୍ବୁ ରସରେ ଭିଟାମିନ୍‌ ସି ଥାଏ; ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ; ତେଣୁ ପ୍ରତିଦିନ ଉଷୁମ ପାଣି ସହ ଲେମ୍ବୁରସ ମିଶାଇ ପିଇଲେ ଶରୀର ପାଇଁ ଉପକାରୀ ହୋଇଥାଏ
  • ଉଷୁମ୍‌ ପାଣିରେ ଲେମ୍ବୁରସ ସହ ମହୁ ମିଶାଇ ପିଇଲେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ; ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିଥାଏ
  • ଉଷୁମ୍‌ ପାଣିରେ ଲେମ୍ବୁରସ ମିଶେଇ ପିଇଲେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର କରିବା ସହ କିଡ୍‌ନୀକୁ ସୁସ୍ଥ ରଖିଥାଏ
  • ଲେମ୍ବୁ ରସରେ ଭିଟାମିନ ସି ଥିବାରୁ ରୋଗପ୍ରତିରୋଧକ ଶକ୍ତି ବଢ଼ିବାର କ୍ଷମତା ଥାଏ; ଯାହା ଶକ୍ତି ବୃଦ୍ଧି କରିଥାଏ
  • ଏହା ଶରୀରକୁ ଜଳୀୟ ଅଂଶ ଯୋଗାଉଥିବା ବେଳେ ଲେମ୍ବୁ ପାଣି ଆଣ୍ଟିଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ
  • ଲେମ୍ବୁ ରେ ଭିଟାମିନ୍‌ ସି ଭରପୂର ମାତ୍ରାରେ ଥିବାରୁ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ; ଭିଟାମିନ୍‌ ସି ତ୍ୱଚାରେ କୁଞ୍ଚନ ଦୂର କରିବା ସହ କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ

LEAVE A REPLY

Please enter your comment!
Please enter your name here