ଗୃହରେ ନକାରାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ଗୃହର ସଦସ୍ୟ ଅଶାନ୍ତି ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି; କିନ୍ତୁ ଘର ଅଗଣାରେ ଶ୍ୱେତ ଅରଖ ବୁଦାଟିଏ ଅଛି ତ ସେ ଘର ଏଭଳି ସମସ୍ୟାରୁ ମୁକ୍ତ ରହିଥାଏ

ଶ୍ୱେତ ଅରଖର ଅନେକ ଗୁଣ ରହିଛି; ଏହାର ସମ୍ପର୍କ ସିଧା ରବି ମହାଗ୍ରହଙ୍କ ସହ ଥିବାରୁଏହାର ଉପସ୍ଥିତି ଯୋଗୁ ଲୋକଙ୍କ ଖରାପ ନଜର ଘର ଉପରେ ପଡି ନଥାଏ; ଯଦି କେହି ଇର୍ସାପରାୟଣ ହୋଇ ତନ୍ତ୍ରଯନ୍ତ୍ର କରୁଥାନ୍ତି ତେବେ ଶ୍ୱେତ ଅରଖ ବୃକ୍ଷ ଲଗାଇବା ଦ୍ୱାରା ଗୃହରେ ପ୍ରବେଶ କରୁଥିବା ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହେବା ସହ ଭୂତ-ପ୍ରେତ ଓ ତନ୍ତ୍ରମନ୍ତ୍ରର ଭୟ ନାଶ ହୋଇଥାଏ; ଘର ଲୋକେ ସବୁ ପ୍ରକାର ସମସ୍ୟାରୁ ମୁକ୍ତ ରହିଥାନ୍ତିଶ୍ୱେତ ଅରଖ କାଠରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଘରେ ପୁର୍ଣ୍ଣ ବିଧିବିଧାନରେ ପୂଜାର୍ଚ୍ଚନା କରାଗଲେ ଘରର ସମସ୍ୟ ରିଷ୍ଟ ଖଣ୍ଡନ ହୋଇଥାଏ; ଗଣପତିଙ୍କ ଆଶୀର୍ବାଦରୁ ଘରର ପ୍ରତ୍ୟେକ ସଦସ୍ୟ ସୁଖଶାନ୍ତିରେ ରହିବା ସହ ଭୂତ-ପ୍ରେତ ତଥା ତନ୍ତ୍ରମନ୍ତ୍ରର ଘର ଉପରେ ପ୍ରଭାବ ରହେ ନାହିଁ

LEAVE A REPLY

Please enter your comment!
Please enter your name here