କରୋନା ସଂକ୍ରମଣର ଭୟ ସମସ୍ତଙ୍କୁ ଘାରିଛି; ଡବ୍ଲୁଏଚ୍‌ଓଙ୍କ ଲାସେଣ୍ଟ ପତ୍ରିକା ଓ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ଏକ ସତର୍କତା ଜାରି କରିଛନ୍ତି; ଯେଉଁଥିରେ ସେ କହିଛନ୍ତି ଯେ କିଛି ବିଶେଷ ବର୍ଗର ଲୋକଙ୍କଠାରେ ଏହି ଭୂତାଣୁ ଅଧିକ ପ୍ରକୋପ କରୁଥିବା ଜଣାପଡିଛି; ବିଶେଷ କରି ଆଇବ୍ରୁଫେନ, ବୃଫେନ ଓ ଆସ୍ପିରିନ ଆଦି ଔଷଧ ବ୍ୟବହାର କରୁଥିବା ଲୋକଙ୍କ ଲାଗି ଏହି ଭୂତାଣୁ ସଂକ୍ରମଣ ଅଧିକ ହେଉଛି

ପତ୍ରିକା ଅନୁସାରେ ବିଟା ବ୍ଲକର ଓ ଏସିଇ-୨ କରୋନା ସମୟରେ ବିପଦଜନକ; ଔଷଧରେ ଥିବା ଏହି ଦୁଇଟି ସଲ୍ଟ ରକ୍ତଚାପ ନିୟନ୍ତ୍ରଣ କରିଥାଏ; ତେବେ ଏହାଯୋଗୁ ଶରୀରରେ ଯେଉଁ ଏନଜାଇମ ରିଲିଜ ହୁଏ ତାହା କରୋନା ଭୂତାଣୁକୁ ଆକର୍ଷିତ କରୁଛି; ଏଣୁ ହୃଦରୋଗ ଓ ହାଇପରଟେନସନ ରୋଗୀଙ୍କ ଲାଗି କରୋନା ଭୂତାଣୁ ଘାତକ ପ୍ରମାଣିତ ହେଉଛି

LEAVE A REPLY

Please enter your comment!
Please enter your name here