Home National ଓଡିଶାର ସଂକେତ ରାୟ ହେଲେ କୋକାକୋଲାର ନୂଆ ଭାରତ ମୁଖ୍ୟ !!

ଓଡିଶାର ସଂକେତ ରାୟ ହେଲେ କୋକାକୋଲାର ନୂଆ ଭାରତ ମୁଖ୍ୟ !!

0
19

ସଙ୍କେତ ରାୟ ରାଜଧାନୀ ଭୁବନେଶ୍ୱରର କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ନେତୃତ୍ୱ ନେବେ; ସେ ବର୍ତ୍ତମାନ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତିବର୍ତ୍ତମାନ କୃଷ୍ଣକୁମାର କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆ ପ୍ରେସିଡେଣ୍ଟ ଅଛନ୍ତି; କୃଷ୍ଣକୁମାର କମ୍ପାନୀର ଚେୟାରମ୍ୟାନ୍ ଦାୟିତ୍ୱ ନେବା ପରେ ସଙ୍କେତ ଆସନ୍ତା ଜାନୁଆରୀ ୧ ତାରିଖରେ ଟି.କୃଷ୍ଣକୁମାରଙ୍କଠାରୁ ଦାୟିତ୍ୱ ନେବେ; ଏଭଳି ସଫଳତା ଦ୍ୱାରା ଓଡିଶା ପାଇଁ ଗୌରବ ଆଣି ଦେଇଛି ଯାହା ଯୁବ ପିଢ଼ି ପାଇଁ ଏକ ଉଦାହରଣ; ଭେଟେନାରୀ ଡାକ୍ତର ଏସ.କେ ରାୟଙ୍କ ପୁଅ ସଙ୍କେତଙ୍କ ପଢ଼ାପଢ଼ି ଆରମ୍ଭରୁ ଭୁବନେଶ୍ୱରରେ ହୋଇଥିଲା; ସେ ଡିଏମ ସ୍କୁଲରେ ପଢ଼ୁଥଲେ ଏବଂ ପରେ ବିଜେବି କଲେଜରେ ଯୁକ୍ତ ୨ ପଢ଼ିଥିଲେ; ପରେ ଭୋପାଲ ଏନଆଇଟିରୁ ମେକାନିକାଲ ଇଞ୍ଜନିୟରିଂ ମଧ୍ୟ ପଢ଼ିଛନ୍ତି; ଜାଭିୟର କଲେଜ ଅଫ୍ ମ୍ୟାନେଜମେଣ୍ଟରେ ସେ ଏମବିଏ ପଢ଼ିଛନ୍ତି

NO COMMENTS

LEAVE A REPLY

Please enter your comment!
Please enter your name here