ଓଲିଉଡ଼୍ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ଏଲି ପାଢ଼ୀ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସାତ ଜନମର ସାଥୀ ରୂପେ ଏଲି ବାଛିଛନ୍ତି ଶ୍ରୀମୟ କୁମାର ପଣ୍ଡାଙ୍କୁ । ଯୋଡ଼ିକୁ ଯିଏ ଦେଖୁଛି କହୁଛି ସୁପର୍ ଯୋଡ଼ି ।
ଏଲି ଅଭିନେତ୍ରୀ ହିସାବରେ ଯେତିକି ଫେମସ୍ ନୁହେଁ, ତାଙ୍କ ଉପସ୍ଥାପନା।ପାଇଁ ସେ ବେଶ୍ ଫେମସ୍ । ଏଲି କିଛି ଦିନ ପୂର୍ବରୁ ତାଙ୍କର ଜଣେ ପ୍ରଯୋଜକଙ୍କ ଉପରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।
ଆଲୋଚନା ପରେ ତାଙ୍କ ବିବାହକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।
ଦେଖନ୍ତୁ ତାଙ୍କ ବିବାହର ଫଟୋ:

LEAVE A REPLY

Please enter your comment!
Please enter your name here