ନିକଟରେ ଏସିଆ ମହାଦେଶର ୫୦ ସେକ୍ସଇ ମହିଳାଙ୍କ ଲିଷ୍ଟ ଜାରି କରାଯାଇଛି; ଏହି ଲିଷ୍ଟରେ ବଲିଉଡ ଅଭିନେତ୍ରୀ ‘ଆଲିଆ ଭଟ’ଙ୍କ ସ୍ଥାନ ୧ ନମ୍ବରରେ ଥିଲା ବେଳେ ‘ଦୀପିକା ପାଦୁକନ’ ୨ ନମ୍ବରରେ ଓ ‘ହିନା ଖାଁ’ ୩ ନମ୍ବରରେ ରହିଥିଲା ବେଳେ ‘ମାହିରା ଖାଁ’ଙ୍କ ନାମ ୪ ନମ୍ବର ରହିଛି; କିନ୍ତୁ ୫ ନମ୍ବର ଲିଷ୍ଟରେ କ୍ୟାଟ୍ରିନା କୈଫଙ୍କୁ ବାଜିମାତ ଦେଇ ସେ ସ୍ଥାନ ନେଇଛନ୍ତି ଜଣେ ଟିଭି ସିରିଏଲ ଅଭିନେତ୍ରୀ ‘ସୁରଭି ଚନ୍ଦନା’
ସେ ତାଙ୍କ ହଟନେସ ପାଇଁ କ୍ୟାଟ୍ରିନା କୈଫଙ୍କୁ ନୁହେଁ ବରଂ ସନ୍ନି ଲିଓନିଙ୍କୁ ଟକ୍କର ଦେବେ; ତାଙ୍କ ଇନ୍ଷ୍ଟଗ୍ରାମରେ ହଟ ଫୋଟୋ ଅପ୍ଲୋଡରୁ ଜଣାପଡିଛି; ତାଙ୍କ ଫୋଟୋରେ ୧ଲକ୍ଷ ଲୋକଙ୍କ ଅଧିକ ଲାଇକ ସହ ୨.୫ ନିୟୁତ ଫଲୋଅର ତାଙ୍କ ଆକାଉଣ୍ଟରେ ଅଛନ୍ତି; ସେ ତାଙ୍କ ହଟ ଫୋଟୋ ପାଇଁ ସୋସିଆଲ ସାଇଟରେ ଏବେ ବହୁତ ଡ଼ିମାଣ୍ଡିଙ୍ଗ ହେଇସାରିଛନ୍ତି
୨୮ ବର୍ଷୀୟ ସୁରଭି ଦେଖିବାକୁ ଫୋଟୋରେ ହଟ ଏବଂ ବହୁତ ଷ୍ଟାଇଲଇସ ଦିଶୁଛନ୍ତି; ସିରିଏଲ ‘ଇସ୍କବାଜ’ ପାଇଁ ସେ ଘରେ ଘରେ ପରିଚିତ; ମୁମ୍ବାଇରେ କଲେଜରେ ପଢୁଥିଲା ବେଳେ ମଡେଲିଂ ଆରମ୍ଭ କରିଥିଲେ; ତାପରେ ତାଙ୍କୁ ବିଜ୍ଞାପନରେ କାମ ମିଳିଥିଲା; ତାଙ୍କର କ୍ୟାରିଏର ପ୍ରଥମ ସିରିଏଲ ‘ସବ’ ଟିଭିରେ ‘ତାରକ ମେହେଟା କା ଉଲଟା ଚଷମା’ରୁ ଆରମ୍ଭ ହୋଇଥିଲା; ତାପରେ ୨୦୧୩ରେ ‘ଷ୍ଟାର ପ୍ଲୁସ’ରେ ‘ଏକ ନଣନ୍ଦ କି ଖୁସିୟୋଂ କି ଚାବି’ ଓ ‘ମେରୀ ଭାବି’ରେ କାମ କରିଥିଲେ; ବିଦ୍ୟା ବାଲନଙ୍କ ଫିଲ୍ମ ‘ବବି ଜାସୁସ’ରେ ମଧ୍ୟ ଆକ୍ଟିଙ୍ଗ କରିସାରିଛନ୍ତି

LEAVE A REPLY

Please enter your comment!
Please enter your name here