ବଲିଉଡ ଫିଲ୍ମର ଅଭିନେତା ରଣବୀର କାପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି; ସିନେମା ରିପୋର୍ଟର ରାଜୀବ ମସନ୍ଦ ଓପନ ମାଗାଜିନରେ ଲେଖିଛନ୍ତି ଯେ, ଆଲିଆ ଓ ରଣବୀରଙ୍କ ବିବାହ ପାଇଁ ମାସ ନିର୍ଦ୍ଧାରିତ ହୋଇସାରିଛି

ରାଜୀବ ମସନ୍ଦଙ୍କ ଅନୁସାରେ ୨୦୨୦ ମସିହାର ଡିସେମ୍ବର ମାସରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି; ତାଙ୍କ କହିବା ଅନୁସାରେ, ଚଳିତ ବର୍ଷ ଡିସେମ୍ବରରେ ଏମଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି; ଏହାର ଠିକ ପରେ ବିବାହ ତାରିଖ ନିର୍ଦ୍ଧାରିତ ହେବ; ଦୁଇ ପରିବାର ବିବାହର ଅନ୍ତିମ ତାରିଖକୁ ନେଇ ସହମତି ଦେଇଛନ୍ତି

LEAVE A REPLY

Please enter your comment!
Please enter your name here