ଅଧିକ ତୈଳ ଜନିତ ଖାଦ୍ୟ ପ୍ରିୟ ଥିବାରୁ ଶିଶୁମାନଙ୍କ ଠାରେ ମୋଟାପା ଅଧିକ ଭାବେ ଦେଖିବାକୁ ମିଳୁଛି । ଏହି ମୋଟାପା ଆଉ କିଛି ରୋଗର ବାହକ ଭାବେ କାମ କରେ । ତେଣୁ ଶିଶୁମାନଙ୍କୁ ସୁସ୍ଥ ରଖିବା ସହିତ ମୋଟାପା ଦୂର କରିବା ପାଇଁ ମାତ୍ର ୫ ଟି ସ୍ୱାସ୍ଥ୍ୟ ସମ୍ପର୍କୀୟ ନିୟମ ପାଳନ କରନ୍ତୁ
୧- ଶିଶୁମାନଙ୍କ ଖାଦ୍ୟ ରେ ଅଧିକରୁ ଅଧିକ ପନିପରିବା ଓ ବିଭିନ୍ନ ପ୍ରକାର ଫଳ ସାମିଲ୍ କରନ୍ତୁ ।
୨- ଅଧିକ ମାତ୍ରାରେ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଦିଅନ୍ତୁ ନାହିଁ । କମ୍ ଖାଦ୍ୟ ଅଳ୍ପ ଅଳ୍ପ ବ୍ୟବଧାନରେ ଦିଅନ୍ତୁ ।
୩- ଅଧିକ ମିଠାଯୁକ୍ତ ଖାଦ୍ୟ ଦିଅନ୍ତୁ ନାହିଁ । ଡବାରେ ଥିବା ଜୁସ୍, ଲସି ଓ ଚକୋଲାଟେ ଇତ୍ୟାଦି ପ୍ରତ୍ୟାହାର କରନ୍ତୁ । ତାଜା ଜୁସ୍ ପ୍ରସ୍ତୁତ କରି ଦିଅନ୍ତୁ କିମ୍ବା ବାହାରେ ତାଜା ଜୁସ୍ ପ୍ରସ୍ତୁତ ହେଉଥିଲେ ତାହା ଶରୀର ପାଇଁ ଭଲ ।
୪- ଆଜିକାଲିର ଶିଶୁ ସ୍ମାର୍ଟଫୋନ୍ ଓ କମ୍ପୁଟର୍ ଗେମ ଅଧିକ ସମୟ ଦେଉଛନ୍ତି । ତେଣୁ ଏ ସବୁ ଉପରେ ରୋକ୍ ଲଗାନ୍ତୁ ଏବଂ ବାହାରେ ଖେଳିବା ପାଇଁ ଶିଶୁଙ୍କୁ କୁହନ୍ତୁ ।
୫- ଘରର ବିଭିନ୍ନ ଛୋଟ ଛୋଟ କାମ କରିବାକୁ ଶିଶୁମାନଙ୍କୁ କୁହନ୍ତୁ। କମ୍ ମାତ୍ରାରେ ବ୍ୟାୟାମ ଅଭ୍ୟାସ କରାଇବା ଭଲ।
ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ

ଏ ସବୁ କରିବା ପରେ ଆପଣଙ୍କ ଶିଶୁ ର ସ୍ୱାସ୍ଥ୍ୟ ରେ ନିଶ୍ଚିତ ଭାବରେ ଫରକ ଆସିବା

LEAVE A REPLY

Please enter your comment!
Please enter your name here