ଡ଼ିଟିଏଚ କମ୍ପାନୀ ଟାଟା ସ୍କାଏ ପୁଣି ନିଜ ଗ୍ରାହକ ପାଇଁ ଖୁସି ଖବର ଆଣିଛି; ଏବେ କମ୍ପାନୀ ନିଜ ସେଟ ଅପ ବକ୍ସର ଦର ହ୍ରାସ କରିଛନ୍ତି; କମ୍ପାନୀର ଏହି ସେଟଅପ ବକ୍ସର ଦାମ ୧୪,୯୯ ଟଙ୍କା ଥିଲା ତାହା କମି ୧,୩୯୯ ଟଙ୍କାରେ ହୋଇଛି; କମ୍ପାନୀ ତରଫରୁ ଗ୍ରାହକ ମାନଙ୍କୁ ୧୦୦ ଟଙ୍କାର ରିହାତି ଦିଆଯାଇଛି; କିନ୍ତୁ ସେଟ ଅପ ବକ୍ସର ଇନସ୍ଟଲେସନ ପାଇଁ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ

କିଛି ଦିନ ପୂର୍ବରୁ ଟାଟା କମ୍ପାନୀ ନିଜ ନୂଆ ସର୍ଭିସ କୁ ଭାରତରେ ଲଞ୍ଚ କରିଥିଲେ; ଯେଉଁଥିରେ ସେଟପ୍ପ ବକ୍ସ ମାଧ୍ୟମରେ ଉପଭୋକ୍ତା ମାନେ ସାଟେଲାଇଟ ଚ୍ୟାନେଲ ଓ ଆମାଜନ ପ୍ରାଇମ ଭିଡିଓ ଓ ନୋଟିଫିକେସନ ଦେଖିବାର ସୁଯୋଗ ମିଳି ପାରିବ

LEAVE A REPLY

Please enter your comment!
Please enter your name here