• ରବି – ଓଁ ଘୃଣି ସୂର୍ଯ୍ୟାୟ ନମଃ
  • ସୋମ – ଓଁ ସୋମ ସୋମାୟ ନମଃ
  • ମଙ୍ଗଳ – ଓଁ ଅଂ ଅଙ୍ଗାରକାୟ ନମଃ
  • ବୁଧ – ଓଁ ବୁଂ ବୁଧାୟ ନମଃ
  • ଗୁରୁ – ଓଁ ବୢଂ ବୃହସ୍ପତୟେ ନମଃ
  • ଶୁକ୍ର – ଓଁ ଶୁଂ ଶୁକ୍ରାୟ ନମଃ
  • ଶନି – ଓଁ ଶଂ ଶନିଶ୍ଚରାୟ ନମଃ
  • ରାହୁ – ଓଁ ରାଂ ରାହୁବେ ନମଃ
  • କେତୁ – ଓଁ କେଂ କେତୁବେ ନମଃ

  • ମନ୍ତ୍ର ଜପ କଲା ସମୟରେ ଦୀପ ଜାଳି ଏହି ମନ୍ତ୍ରଗୁଡିକ ବାର ଅନୁଯାୟୀ ଦିନକୁ ଥରେ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଶହେଆଠ ଥର ଜପ କରନ୍ତୁ | ମଙ୍ଗଳ ଏବଂ ଶନିଙ୍କ ପାଇଁ ବାମ ହାଥରେ ରାଶି ତେଲ ଦୀପ ଜଳାନ୍ତୁ | ଅନ୍ୟ ମନ୍ତ୍ର ପାଇଁ ଡାହାଣ ହାତରେ ଘୃତ ଦୀପ ଜଳାନ୍ତୁ | ଅଳ୍ପ ଅକ୍ଷତ କିମ୍ବା ଦୁବଟିଏ ତଳେ ରଖି ତା ଉପରେ ଦୀପ ରଖି ଜଳାନ୍ତୁ |
  • ମନ୍ତ୍ର ଜପ ସମୟରେ ମୁଣ୍ଡରେ ଓଢଣୀ ଦେଇ ଜପ କରନ୍ତୁ | ମନ୍ତ୍ର ଜପ ସମୟରେ ଝୁଲି ଝୁଲି ଜପ ନକରି ସିଧା ହୋଇ ଏକ ଆସନରେ ପଦ୍ମାସନରେ ବସି ଜପନ୍ତୁ |

LEAVE A REPLY

Please enter your comment!
Please enter your name here