ନୂଆ ବର୍ଷରେ ଅର୍ଜୁନଙ୍କୁ ଚୁମ୍ବନ ଦେଇ ଫୋଟୋ ସେୟାର କଲେ ମଲାଇକା !!

0
366

ବିଗତ ବର୍ଷେ ହେବ ନିଜର ଲଭ ଲାଇଫକୁ ନେଇ ବେଶ୍ ଖୁସିରେ ଅଛନ୍ତି ବଲିଉଡ ତାରକା ଅର୍ଜୁନ କପୁର ଓ ହଟ୍ ଅଭିନେତ୍ରୀ ମଲାଇକା ଆରୋରା; ଉଭୟ ଡେଟ୍ କରିବା ସହ ଉଭୟଙ୍କ ସମ୍ପର୍କକୁ ନେଇ ସମସ୍ତଙ୍କ ଆଗରେ ଚର୍ଚ୍ଚାରେ ଏହି ଦୁଇଜଣ ଲଭ ବାର୍ଡ଼

ଆଗରୁ କେବେ ମିଡ଼ିଆ ସାମ୍ନାରେ ଆସୁନଥିବା ଏହି ଦୁଇଜଣ ଯୋଡି ଏଥର ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଆସିଛନ୍ତି; ଏଥର ନୂଆ ବର୍ଷ ନିଆରା ଢଙ୍ଗରେ ପାଳି ଫୋଟୋ ସେୟାର କଲେ ମଲାଇକା ଆରୋରା ଓ ତାଙ୍କ ପ୍ରେମିକ ଅର୍ଜୁନ କପୁର; ଅର୍ଜୁନଙ୍କୁ କିସ୍ କରି ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମଲାଇକା; ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି; ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଚ଼ାଲିଥିବା ଖୁଲମ୍ ଖୁଲା ପ୍ରେମ ସମ୍ପର୍କକୁ ନେଇ ବଲିଉଡ୍‌ରେ ଜୋରଦାର ଆଲୋଚନା ଚାଲିଛି

LEAVE A REPLY

Please enter your comment!
Please enter your name here