ଦେଶର ପ୍ରଧାନ ମନ୍ତ୍ରୀ ହୋଇ ବି ତାଂକ ମନ ରେ ଟିକେ ହେଲେ ବି ଅହଂକାର ନାଂହି ।
ଏମିତି ବହୁତଥର ଆପଣ ଦେଖିଥିବେ ଯେବେ କେଉଁ ଭିଭିଆଇପି ଯାତ୍ରା କରୁଥିବା ସମୟରେ ଏମିତି ବହୁତ ଅସୁବିଧାରେ ପଡିଥିବା ଲୋକ ଫସିଯାଆନ୍ତି , ଯାହାଙ୍କୁ ଅଟକି ରହିଗଲେ ବହୁତ ଅସୁବିଧା ହୋଇଥାଏ , ଭାରତର ପ୍ରଧାନମନ୍ତ୍ରୀ ପିଏମ୍ ମୋଦୀଙ୍କୁ ସମସ୍ତେ ଜାଣିଥିବେ । ଆଜି ପୁରା ଦୁନିଆଁ ତାଙ୍କୁ ଲୌହ ମାନବ ବୋଲି ଜାଣିଛି , ଓ ତାଙ୍କୁ ଜଣେ ସଫଳ ପିଏମ୍ ଓ ଦୃଢ ପରିଶ୍ରମି ଲୋକ ଭାବେ ଜାଣିଛନ୍ତି , ପିଏମ୍ ମୋଦୀ କିଛି ଏପରି କାମ କଲେ ଯାହାକୁ ଜାଣି ତାଙ୍କର ବଡ ଫ୍ୟାନ୍ସ ହୋଇଯିବେ ।
ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ଗାନ୍ଧୀନଗରରେ ଅଫ୍ରିକି ଦିବସ ବ୍ୟାଙ୍କ୍ ବୈଠକରୁ ଫେରୁଥିଲେ , ମୋଦିଙ୍କୁ ଆଉ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ହେବାର ଥିଲା , ତାଙ୍କର ଯାତ୍ରା ସମୟରେ ସେଠାରେ ଏକ ଆମ୍ବୁଲାନ୍ସ ଆସି ଫସିଯାଇଥିଲା , ପିଏମ୍ ମୋଦୀ ଯାହା କଲେ ତାହାକୁ କେହି ଭାବିବି ପାରିନଥିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନବିକତାର ଆଉ ଏକ ଉଦାହରଣ ପେସ୍ କଲେ , ଏସ୍ ପିଜି ସୁରକ୍ଷା ଘେରାରେ ଥିବା ସତ୍ତ୍ୱେ ସେ ନିଜ ଗାଡି ସବୁ ଏଡାଇ ଏକ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲେ
ମୋଦି ଜୀ ଗୁଜୁରାଟର ଗାନ୍ଧୀନଗରରେ ଅଫ୍ରିକି ଦିବସ ବ୍ୟାଙ୍କ୍ ବୈଠକରୁ ଫେରୁଥିଲେ , ତାଙ୍କୁ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ୍ ହେବାର ଥିଲା କିନ୍ତୁ କାର୍ଯ୍ୟକ୍ରମ ଡେରି ହେବାରୁ ଯେବେ ତାଙ୍କୁ ଜଣା ପଡିଲା କି ତାଙ୍କର ଏହି ଗାଡି ପାଇଁ ଏକ ଆମ୍ବୁଲାନ୍ସ ଅଟକି ରହିଛି , ସେ ସୁରକ୍ଷାକର୍ମୀଙ୍କୁ କହି ଆମ୍ବୁଲାନ୍ସ ପାଇଁ ବାଟ କାଢିଦେଇଥିଲେ , ଆମ୍ବୁଲାନ୍ସକୁ ଯିବାକୁ ରାସ୍ତା ମିଳିଗଲା । ପ୍ରଧାନମନ୍ତ୍ରୀ ଏତିକି କାମ କରିବା ଦ୍ୱାରା ତାଂକର ମନର ଉଦାରନତା ସାମ୍ନାକୁ ଆସିଲା, ଯାହା ସମସ୍ତ ପିଏମ୍ ପାଖରେ ଦେଖାଯାଇ ନଥାଏ ।

LEAVE A REPLY

Please enter your comment!
Please enter your name here