ଘରର ମୁଖ୍ୟଦ୍ୱାର ଗୃହକୁ ସକରାତ୍ମକ ଓ ନକରାତ୍ମକ ଶକ୍ତି ପ୍ରବେଶ ଦେଇଥାଏ; ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ …..

  • ମୁଖ୍ୟ ଦ୍ୱାରରେ ସ୍ୱସ୍ତିଷ୍କ, ଓଁ, ଶ୍ରୀଗଣେଶଙ୍କ ଫଟୋ ଲଗାନ୍ତୁ
  • ଘରର ମୁଖ୍ୟ ଦ୍ୱାରକୁ ସଫାସୁତୁରା ରଖନ୍ତୁ
  • ଘରେ ସୁଖସମୃଦ୍ଧିର ବାତାବରଣ ସର୍ବଦା ରହିବା ପାଇଁ ସିନ୍ଦୂର ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ
  • ଘରର ମୁଖ୍ୟ ଦ୍ୱାରରେ ପ୍ରଭୁଙ୍କ ଏହି ମୂର୍ତ୍ତି ରଖିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ
  • ଘରର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କ ଫଟୋ ଲଗାଇଥିଲେ, ଦ୍ୱାରର ପଛପଟେ ସେହି ସ୍ଥାନରେ ପ୍ରଭୁଙ୍କ ପ୍ରତିମା ଲଗାନ୍ତୁ, ଯେପରି ଦୁଇ ଠାକୁରଙ୍କ ପ୍ରତିମାର ପିଠି ଏକାଠି ହୋଇ ରହିବ
  • ଘରେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ବସିଥିବା ଅବସ୍ଥାରେ ରହିବା ଉଚିତ, ଏପରି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ

LEAVE A REPLY

Please enter your comment!
Please enter your name here