ଅଭିନେତ୍ରୀ ଅମିରା ଦସ୍ତୁର ସବୁବେଳେ ନିଜର ହଟ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ଚର୍ଚ୍ଚାରେ ରୁହନ୍ତି; ଏବେ ପୁଣି ଥରେ ଅଭିନେତ୍ରୀଙ୍କ ହଟ ଲୁକ୍ ଇନଷ୍ଟାଗ୍ରାମରେ ଭାଇରାଲ୍ ହୋଇଛି; ଯାହା ଫ୍ୟାନମାନଙ୍କୁ ଅଧିକ ସଂଖ୍ୟାରେ ଆକର୍ଷିତ କରୁଛି; ଏହି ଫଟୋ ଭାଇରାଲ ହେବାରେ ଲାଗିଛି; ଭାଇରାଲ୍ ଫଟୋରେ ଅଭି​‌ନେତ୍ରୀଙ୍କ ପ୍ରିଣ୍ଟେଡ ସେକ୍ସି ବିକିନିରେ ଖୁବ୍ ହଟ୍ ଲୁକ ଦେଖିବାକୁ ମିଳୁଛି

ଅମୀରା ୨୦୧୩ ମସିହାରେ ଫିଲ୍ମ ‘ଇସ୍କ’ ଜରିଆରେ ବଲିଉଡରେ ନଜର ଆସିଥିଲେ; ତାପରେ ଅନେକ ଅଭିନେତାଙ୍କ ସହ ସେ କାମ କରିଛନ୍ତି

LEAVE A REPLY

Please enter your comment!
Please enter your name here