ଅନଲାଇନ କ୍ଷେତ୍ରରେ ଫ୍ଲିପକାର୍ଟର ଚାହିଦା ଅଧିକ ରହିଛି; ଫ୍ଲିପକାର୍ଟ ଡ୍ରେସ, ଇଲେକ୍ଟ୍ରୋନିକ ସାମଗ୍ରୀ, ଫୋନ ଆଦି ବିଭିନ୍ନ ସାମଗ୍ରୀ ଏବେ ଅନଲାଇନ୍ ସେଲ୍ କରି ଲୋକପ୍ରିୟ ହୋଇସାରିଛି; କିନ୍ତୁ ଏବେ ଫ୍ଲିପକାର୍ଟ ଅନଲାଇନରେ ପରିବା ବିକିବ; ତେଣୁ ଫ୍ଲିପକାର୍ଟ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରାଯାଉଛି; ଅନଲାଇନରେ ପରିିବା ବିକିବା ନେଇ ଏବେ ଫ୍ଲିପକାର୍ଟ ସେଲର ମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଛି

ହାଇଦ୍ରାବାଦରେ ଥିବା ଫ୍ଲିପକାର୍ଟ କମ୍ପାନି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଦେଇଛି; ଫ୍ଲିପକାର୍ଟ ପୂର୍ବରୁ ଇ-କମର୍ସ କମ୍ପାନି ଆମାଜନ ଅନଲାଇନ୍ ଜରିଆରେ ପରିବା ଡେଲିଭର କରିବା କାମ ଆରମ୍ଭ କରିଛି; ଫ୍ଲିପକାର୍ଟ ଏବେ ଅନଲାଇନରେ ହାଇଦ୍ରାବାଦରେ ପରିବା ବିକିବାକୁ ଆରମ୍ଭ କରିବାକୁ ଯାଉଛି

LEAVE A REPLY

Please enter your comment!
Please enter your name here