ବଲିଉଡ ଅଭିନେତ୍ରୀ ବିପାଶା ବାସୁ ଏବଂ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଏଥର ନୂଆବର୍ଷ ନିଆରା ଢଙ୍ଗରେ ପାଳନ କରିଛନ୍ତି; ସୋଶିଆଲ ମିଡିଆରେ ଇନ୍ଷ୍ଟଗ୍ରାମରେ ବିପାଶା ବାସୁ ସ୍ୱାମୀ କରଣଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ କିଛି ଫଟୋ ସେୟାର କରିଛନ୍ତି; ଏହି ଫଟୋ ସେୟାର କରି ଲେଖିଛନ୍ତି,‘ସୁନେଲି’; ଏହା ସହ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି,‘ପିକ୍ଚର ପରଫେକ୍ଟ,ଆମେ ସ୍ୱର୍ଗରେ ଅଛୁ’; ଏହା ସହ ଅନେକ ଫୋଟୋ ମଧ୍ୟ ଦେଇଛନ୍ତି ଯେଉଁଥିରେ ତାଙ୍କ ସ୍ୱାମୀ କୁଲ ଲୁକରେ ଥିବା ବେଳେ ସେ ନିଜେ ବିକିନି ପିନ୍ଧି ଟ୍ରାନ୍ସପରେଣ୍ଟ ଚଷମା ସହ ହଟ ଫୋଟୋ ଲୋଡ କରିଛନ୍ତି; ଏହି ଫଟୋକୁ ନେଇ ଫ୍ୟାନମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି

୨୦୧୬ରେ ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭରଙ୍କ ବିବାହ ହୋଇଥିଲା; ବିପାଶାଙ୍କର ଅଭିନୀତ ଅପକମିଙ୍ଗ ଫିଲ୍ମ ‘ଏଲୋନ’ ନୂଆବର୍ଷରେ ଆସୁଛି

LEAVE A REPLY

Please enter your comment!
Please enter your name here