ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି; ଭଉଣୀ ଅମୃତା ଆରୋରା ଏ ନେଇ ସୂଚନା ଦେଇଛନ୍ତି; ମଲାଇକା ମେଣ୍ଟର ଥିବା ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ’ ସେଟକୁ ଯାଇଥିବା ୭/୮ ଜଣ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ନେଇ ଖବର ଆସିଥିଲା

LEAVE A REPLY

Please enter your comment!
Please enter your name here