ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଙ୍କ ବୃଦ୍ଧି ପାଇବାରୁ ଚିନ୍ତାର କାରଣ ସାଜିଲଣି; ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୧୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ହେଉଛନ୍ତି ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର କର୍ମଚାରୀଗତକାଲି ସଂପୃକ୍ତ ଅଟାକଳର ୨୬ କର୍ମଚାରୀ କରୋନା ଚିହ୍ନଟ ହୋଇଥିଲେ; ତେବେ ରିପୋର୍ଟ ଅନୁସାରେ ୨ ଦିନରେ ଏହି ଅଟାକଳର ୬୧ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି; ଏମାନଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି; ୧୧ ଜଣଙ୍କର ମୃତ୍ୟୁ ଘଟିଛି

LEAVE A REPLY

Please enter your comment!
Please enter your name here