ମଧ୍ୟାହ୍ନ ଭୋଜନରେ ସ୍ୱାମୀର ମନପସନ୍ଦର ଖାଦ୍ୟ ପ୍ରସ୍ତୁତ ନ ହେବାରୁ ଜଣେ ଲୋକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି; ଯାହା ଖୁବ ଆଶ୍ଚର୍ଯ୍ୟର କଥା; କିନ୍ତୁ ଏଭଳି ଘଟଣା ଘଟିଛି ସତରେ ଗୁଜୁରାଟର ଅହମ୍ମଦାବାଦ ସହରରେମଧ୍ୟାହ୍ନ ଭୋଜନରେ ସ୍ୱାମୀ କହିଥିବା ଖାଦ୍ୟ ସ୍ତ୍ରୀ ନ ରାନ୍ଧିବାରୁ ଉତ୍ତ୍ୟକ୍ତ ସ୍ୱାମୀ ଶେଷରେ ଘର ବାଲକୋନିରୁ ଡେଇଁ ଆତ୍ମହତ୍ୟା କରି ଦେଉଥିଲା ହେଲେ ଠିକ ସମୟରେ ତାଙ୍କ ସ୍ତ୍ରୀ ଓ ଫ୍ଲାଟରେ ରହୁଥିବା ଅନ୍ୟ ପଡୋଶୀ ମାନେ ପହଁଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ
କ୍ଲିକ କରି ଦେଖନ୍ତୁ ଏହି ଲିଙ୍କ…
https://timesofindia.indiatimes.com/videos/city/ahmedabad/ahmedabad-disagreement-over-lunch-menu-husband-tries-to-commit-suicide-from-balcony/videoshow/75823103.cms
ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ପଡୋଶୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ; ଆତ୍ମହତ୍ୟାର କାରଣ ପଚାରିବାରୁ ବ୍ୟକ୍ତି ଜଣକ ମଧ୍ୟାହ୍ନ ଭୋଜନକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଏଭଳି ଉଦ୍ୟମ କରିଥିବା କଥା ସ୍ୱୀକାର କରିଥିଲେ; ତେବ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି; ଏହି ଭିଡିଓରେ ଆପଣ ମାନେ ସ୍ପଷ୍ଟ ଭାବରେ ଦେଖିପାରିବେ କିଭଳି ବ୍ୟକ୍ତି ଜଣକ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଛି ହେଲେ ପଡୋଶୀ ମାନେ ତାକୁ ଉଦ୍ଧାର କରୁଛନ୍ତି

LEAVE A REPLY

Please enter your comment!
Please enter your name here