ଓଡିଶା – ମହାନଦୀ ଜଳ ପ୍ରତିବାଦ ର ଶୁଣାଣି ଆରମ୍ଭ ହୋଇଛି। ଓଡିଶା-ଛତିଶଗଡ ମହାନଦୀ ଜଳ ପ୍ରତିବାଦ ର ଟ୍ରିବ୍ୟୁନାଲରେ ଶୁଣାଣି ଆରମ୍ଭ କରାଯାଇଛି। ଏହି ଶୁଣାଣିରେ ଓଡିଶା ପକ୍ଷରୁ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here