ଯେତେ କହିଲେ ବି ବାବାଙ୍କ ବିଷୟରେ ଆପଣଙ୍କୁ କମ୍ ଲାଗିବ କାରଣ ଆପଣ ଖୋଲିଛନ୍ତି ମାନେ ଆପଣ ନିହାତି ବାବାଙ୍କ ଉପରେ ଦୃଢ଼ ବିଶ୍ୱାସ ଅଛି । ସାଇବାବାଙ୍କୁ ଯିଏ ମାନନ୍ତି ତାଙ୍କ ଜୀବନରେ ନିହାତି କିଛି ନା କିଛି ମିରାକିଲ୍ ଘଟିଥିବ ଯଦି ଘଟିନି ତାହେଲେ ଶୀଘ୍ର ହିଁ ଘଟିବାକୁ ଯାଉଛି । ଯେଉଁମାନେ ସାଇବାବାଙ୍କୁ ମାନନ୍ତି ସେମାନେ ସାଇପାରାୟଣ ନିଶ୍ଚିତ କରୁଥିବେ ।

ସାଇବାବାଙ୍କ ଉପରେ ତ ନିଶ୍ଚୟ ଆପଣଙ୍କର ବିଶ୍ୱାସ ଅଛି କିନ୍ତୁ ଆପଣ ଜାଣି ନଥିବେ ତାଙ୍କ ବିଷୟରେ ଆସନ୍ତୁ ଜାଣିବା ବାବାଙ୍କ ବିଷୟରେ ଅଳ୍ପ କିଛି;- (ଆପଣଂକୁ ଯଦି ଆମ ବିବରଣୀ ଭଲଲାଗେ ତାହେଲେ ଗୋଟିଏ ସେୟାର ନିଶ୍ଚିତ କରିବେ)

  • ସାଇବାବାଙ୍କ ନିଧନ ଅକ୍ଟୋବର ୧୫ ତାରିଖ ୧୯୧୮ ମସିହାରେ ଦଶହରା ଦିନ ହୋଇଥିଲା । ସେ ଦୁନିଆ ଛାଡିବା ଆଗରୁ ହିଁ ସଂକେତ ଦେଇ ସାରିଥିଲେ । ତାଙ୍କର କହିବାର ଥିଲା ଯେ ଦଶହରା ଦୁନିଆରୁ ବିଦାୟ ନବାର ସବୁଠୁ ଭଲ ସମୟ  ।

  • ସାଇବାବାଂକ ଜୀବନକାଳରେ ମୁସଲମାନ ମାନେ ତାଙ୍କୁ ଜବନ ବା ଫକୀର ଭାବରେ ମାନୁଥିଲେ ଏବଂ ହିନ୍ଦୁମାନେ ତାଙ୍କୁ ଭଗବାନ ସାଇନାଥ ନାମରେ ପୂଜା କରୁଥିଲେ ।

  • ସାଇବାବାଙ୍କ ନିଧନ ପରେ ତାଙ୍କର ଦାହଃ ସଂସ୍କାର ହେବ ନା ପୋତାଯିବ ସେ କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ମତ ପାର୍ଥକ୍ୟ ହୋଇଥିଲା । ତାହାପରେ ସରକାରୀ ଅଫିସର ମାନଙ୍କର ଉପସ୍ଥିତିରେ ଭୋଟ୍ କରାଯାଇ ଶେଷରେ ତାଙ୍କୁ ହିନ୍ଦୁ ଧର୍ମ ଅନୁସାରେ ଶେଷ କୃତ୍ୟ କରାଯାଇଥିଲା ।

  • ଅନ୍ତିମ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସାଇବାବା ଧାର୍ମିକ ଗ୍ରନ୍ଥ ଶୁଣିବା ପାଇଁ ଇଛା ପ୍ରକାଶ କରିଥିଲେ ଆଉ ତାପରେ ସେ ଜଣେ ଶିରିଡିର ହିଁ ଲୋକଙ୍କ ଠାରୁ ରାମାୟଣର ଶ୍ରୀରାମ ବିଜୟ ପ୍ରକରଣ ଶୁଣିଥିଲେ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ଏହା ସେ ଶୁଣିଥିଲେ ।

  • ସାଇବାବାଙ୍କ ଜନ୍ମ ସମ୍ପର୍କରେ ଆଜି ଯାଏଁ କିଛି ସଠିକ ଉଲ୍ଲେଖ ନାହିଁ  ।

  • ସାଇବାବା ଶିରିଡି ଠାରେ ଜଣେ ସାମାନ୍ୟ ମଣିଷ ହିସାବରେ ହିଁ ଜୀବନ ଯାପନ କରୁଥିଲେ ଏବଂ ତାଙ୍କର ସମ୍ପୂର୍ଣ ଜୀବନ ଜଣ ସେବାରେ ରେ ବ୍ୟକ୍ତ କରିଥିଲେ ।

  • ସାଇବାବାଙ୍କ ଭକ୍ତ ଦୁନିଆର ପାଖାପାଖି ସବୁ ଜାଗାରେ ଅଛନ୍ତି ଏବଂ ତାନ୍କର ମୂର୍ତି ଏବଂ ଫଟୋ ଘରେ ରଖି ପୂଜା କରନ୍ତି ।

LEAVE A REPLY

Please enter your comment!
Please enter your name here