ରିଲିଜ଼ ହେଲା ଦୀପିକା ପାଦୁକୋନଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ “ଛପାକ”ର ଲୋମହର୍ଷଣକାରୀ ଟ୍ରେଲର

0
484

ରିଲିଜ଼ ହେଲା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ର ଟ୍ରେଲର୍‌; ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଯାହା ଜଣେ ଏସିଡ ଭିକଟିଂମ ଉପରେ ଆଧାରିତ ହୋଇଛି; ତେବେ ସୋସିଆଲ ମିଡ଼ିଆରେ ଛାଇ ଯାଇଛି ଏହାର ୨ ମିନିଟ୍‌ ୧୯ ସେକେଣ୍ଡର ଲୋମହର୍ଷଣକାରୀ ଟ୍ରେଲ୍‌ର୍‌; ଯେଉଁଥିରେ ଜଣେ ଏସିଡ୍‌ ସରଭାଇଭରଙ୍କ ରୋଲ କରିଛନ୍ତି ଦୀପିକା; ଯାହାର ନାମ ହେଉଛି ମାଲତୀ; ଏସିଡ ଆକ୍ରମଣ ପରେ କିପରି ତାଙ୍କ ଜୀବନ ସଂଘର୍ଷମୟ ହୋଇଉଠିଛି ତାହା ଏ ଟ୍ରେଲରରେ ଦେଖିବାକୁ ମିଳିଛି;
ତାଙ୍କ ଅଭିନୟତା ଦକ୍ଷତା ଏ ଫିଲ୍ମର ଟ୍ରେଲରକୁ ଓ ଫିଲ୍ମକୁ ଅଧିକ ଲୋକପ୍ରିୟ କରାଇବ; ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ନଜର ଆସିିଛନ୍ତି ବିକ୍ରାନ୍ତ ମେସୀ; ରିଲିଜ୍‌ ହେବା ପରଠାରୁ ସୋସିଆଲ୍‌ ମିଡିଆରେ ବିସ୍ତାର କରୁଛି ଏହି ଟ୍ରେଲର; ଦିଲ୍ଲୀର ଏସିଡ୍‌ ଆଟାକ୍‌ ସରଭାଇଭର୍‌ ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ଙ୍କ ଜୀବନ ଉପରେ ଆଧାରତ ଫିଲ୍ମ ଛପାକ୍‌; ଫିଲ୍ମଟି ୧୦ ଫେବ୍ରୁଆରୀ ୨୦୨୦ରେ ରିଲିଜ୍‌ ହେବ

LEAVE A REPLY

Please enter your comment!
Please enter your name here