ରିଲିୟାନ୍ସ୍ ଜିଓ ଏବେ ଆଣିଛି ସବୁଠୁ ଶସ୍ତା ପ୍ୟାକ୍ ୨୦୧୯ ର । ଯିଏ ଶୁଣୁଛି ସେ କହୁଛି ଏହି ପ୍ୟାକ୍ ପକେଇବା ପାଇଁ । ଏ ଏମିତି ପ୍ୟାକ୍ ଥରେ ପକେଇଲେ ପୁରା ବର୍ଷକ ଯାଏ ତୁମକୁ ଫ୍ରି ରେ ମିଳିବ ଡାଟା ଆଉ କଲିଂ । ଜାଣି ନିଅନ୍ତୁ ଏହି ପ୍ଲାନ୍ ର ବିଶେଷତ୍ୱ-
କିଛି ଦିନ ପୂର୍ବରୁ ଜିଓ ନିୟୁ ଇୟର ଅଫର ଦେଇଥିଲା ୩୯୯ ଟଙ୍କାର ରିଚାର୍ଚ୍ଚ କଲେ ୩୯୯ ଟଙ୍କାର ସପିଙ୍ଗ୍ କୁପନ ଆପଣଙ୍କୁ ମିଳିବ ଯେଉଁ କୁପନ ସାହାଯ୍ୟରେ ଗ୍ରାହକ AJIO ର App କିମ୍ବା website ରେ ସପିଙ୍ଗ୍ କରି ପାରିବେ । ଆଉ ଏକ ନିୟୁ ଇୟର ପ୍ଲାନ୍ ବି ଅଛି ଯେଉଁଥିରେ ୧୬୯୯ ଟଙ୍କା ରିଚାର୍ଚ୍ଚ କଲେ ଆପଣଙ୍କୁ ମିଳିବ ୩୬୫ ଦିନର ଭ୍ୟାଲିଡିଟି ମାନେ ପୁରା ବର୍ଷ ଫ୍ରି । ଡାଟା, କଲିଂ, ରୋମିଙ୍ଗ୍ ସବୁ ଫ୍ରି ଜିଓର ଏହି ପ୍ଲାନ୍ ର ମୂଲ୍ୟ ୧୬୯୯ ଟଙ୍କା ରଖାଯାଇଛି ଯେଉଁଥିରେ ଆପଣଙ୍କୁ ୫୪୭.୫GB 4g ଡାଟା ମିଳିବ । ପ୍ରତିଦିନ ୧.୫GB 4G ସ୍ପିଡ୍ ରେ ମିଳିବ ତାପରେ 64 Kbps ହେଇଯିବ । ମାନେ ପୁରା ଅନଲିମିଟେଡ୍ ।  ଏହାସହିତ ୧୦୦ ଏସଏମଏସ ଫ୍ରି କଲିଂ ଫ୍ରି ଜିଓ ଏପ୍ ମଧ୍ୟ ମିଳିବ ।
ଜିଓର ସବୁଠୁ ଲମ୍ବା ଭେଲିଡିଟି ବାଲା ୫ ଟା ପ୍ଲାନ୍ ଅଛି । ସବୁଠୁ ଶସ୍ତା ଏହି ୧୬୯୫ ଟଙ୍କା ବାଲା ପ୍ଲାନ୍ ।
ଭ୍ୟାଲିଡିଟି ବାଲା ପ୍ଲାନ୍ ର ଡିଟେଲ:
୯୯୯ ଟଙ୍କାର ପ୍ଲାନ୍- ୬୦GB ଡାଟା ୯୦ ଦିନ ଭ୍ୟାଲିଡିଟି ।
୧୯୯୯ ଟଙ୍କାର ପ୍ଲାନ୍- ୧୨୫GB ଡାଟା ୧୮୦ ଦିନ ଭ୍ୟାଲିଡିଟି ।
୪୯୯୯ ଟଙ୍କାର ପ୍ଲାନ୍- ୩୫୦GB ଡାଟା ୩୬୦ ଦିନର ଭ୍ୟାଲିଡିଟି ।
୯୯୯୯ ଟଙ୍କାର ପ୍ଲାନ୍- ୭୫୦GB ଡାଟା ୩୬୦ ଦିନର ଭ୍ୟାଲିଡିଟି ।

LEAVE A REPLY

Please enter your comment!
Please enter your name here