ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ ଖବର ପାଇ ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି; ସେ ଟ୍ୱିଟର ରେ ଟ୍ୱିଟ୍ କରି ଲେଖିଛନ୍ତି, ‘ଭଗବାନ ଆମ ସାଙ୍ଗରେ ଅଛନ୍ତି’; ଏଥି ସହ ସେ ଏକ ହାତ ଯୋଡି ଥିବା ଏକ ଇମୋଜି ପୋଷ୍ଟ କରିଛନ୍ତି

🙏🔱🙏 #GodIsWithUs

– shweta singh kirti (@shwetasinghkirt) September 8, 2020

ଜୁନ ୧୪ ତାରିଖରେ ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ; ଏହି ଘଟଣାର ତଦନ୍ତ ସିବିଆଇ କରୁଥିବା ବେଳେ ଗତ ତିନି ଦିନ ହେଲା ରିୟାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ଚାଲିଥିଲା; ୮ ତାରିଖ ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଛି

LEAVE A REPLY

Please enter your comment!
Please enter your name here