ଭାରତ ଆଉ ପକିସ୍ତାନ ଭିତରେ ଥିବା ଶତ୍ରୁତା କେତେଯେ ଜୀବନ ନେଲାଣି ତାହା ଠିକସେ ଗଣା ବି ଯାଇ ପାରିବନି, ପାକିସ୍ତନର ପିଠି ପଛରେ ଛୁରା ମାରିବା ଅଭ୍ୟାସ ୧୯୪୭ ମସିହାରୁ ଅଛି । ପାକିସ୍ତାନର କୁକୁରିଆ ନିତି ପାଂଇ ସେ ଆଜି ବିଶ୍ୱରେ ଅପମାନିତ ହେଉଛି । ଯେପରିକି ଆପଣ ଜାଣିଥିବେ ପାକିସ୍ତନ ଆତଂକବାଦୀ ମାନଂକର ଏକ ବଡ ଆଡ୍ଡା, ପାକିସ୍ତାନ ପଠାଇଥିବା ଆତଂକବାଦୀ ଆକ୍ରମଣରେ ଆମର ଅନେକ ଜୱାନ ସହିଦ୍ ହୋଇଥିଲେ ଉରୀ କ୍ୟାମ୍ପରେ । ତାର ପ୍ରତିଶୋଧ ନବା ପାଇଂ ପ୍ରସ୍ତୁତ କରାଯାଇଥିଲା ସର୍ଯିକାଲ୍ ଷ୍ତ୍ରାଇକ୍ । ଏହି ସର୍ଯିକାଲ୍ ଷ୍ତ୍ରାଇକ୍ ରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଅନେକ ଆତଂକବାଦିଂ~କୁ ନିପାତ କରିବା ସହ ଅନେକ ବଂକର ମଧ୍ୟ ଧ୍ୱଂକ୍ସ କରିଦେଇଥିଲେ । ଆସନ୍ତୁ ଜାଣିବା ସର୍ଯିକାଲ୍ ଷ୍ତ୍ରାଇକ୍ ର ମହାନାୟକ ସନ୍ଦୀପ୍ ସିଂକ ବିଷୟରେ, ଯିଏ ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ତାଂକ ବିରତ୍ୱର ଗାଥା ସବୁଦିନ ପାଇଂ ମନେ ରଖିବ ଆମ ଦେଶ ।
ସମସ୍ତେ ଜାଣିଛନ୍ତି ଯେମିତି କାଶ୍ମୀରରେ କିଛି ଯୁବକ  ଯୁବତୀମାନଙ୍କୁ ସାମ୍ନାରେ ରଖି ସେନାଙ୍କ ସମୁଖରୁ ନିଜକୁ ବଞ୍ଚାଉଛନ୍ତି । ସେନାଙ୍କ ଉପରକୁ ପଥର ପକାଇବା ଦ୍ୱାରା ସେନା ମାନେ କୌଣସି ପଦକ୍ଷପ ନେଇ ପାରୁନାହାନ୍ତି । ତେବେ ଏହି ଘଟଣା ମଧ୍ୟରେ ଭାରତୀୟ ସୈନିକ ମାନେ ଏକ ବଡ଼ ଧରଣର କିଛି ଦ୍ରୂଢକାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ । ତାପରେ ଆରମ୍ଭ ହୋଇଥିଲା ସର୍ଯିକାଲ୍ ଷ୍ତ୍ରାଇକ୍ । ଷ୍ତ୍ରାଇକ୍ ର ଅନେକ ଦିନ ପରେ ଆଉଥରେ ଆତଙ୍କବାଦୀଙ୍କ ସାମ୍ନା କରୁଥିବା ସମୟରେ ସହିଦ୍ ହୋଇଥିଲେ ରାଜସ୍ତାନର ଯୋଗଜନ୍ମା ପୁତ୍ର ସନ୍ଦୀପ୍ ସିଂ । ନିଜର ଶେଷ ନିଶ୍ୱାସ ନେବା ମଧ୍ୟରେ ସେ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।
ସର୍ଯିକାଲ୍ ଷ୍ତ୍ରାଇକ୍  ଅପରେସନ ର ହିରୋ ଲାନ୍ସ ନାୟକ ସନ୍ଦୀପ ସିଂ ମଧ୍ୟ ଥିଲେ । ସନ୍ଦୀପ ଙ୍କ ର ରଣନୀତି ଓ ସାହସ ପରାକ୍ରମଃ କାହାରି କୁ ବା ସେନାରେ ପରିଚୟ ଦେବାର ଆବଶ୍ୟକ ନାହିଁ । ଏବଂ ସନ୍ଦୀପଙ୍କ ପତ୍ନୀ ମଧ୍ୟ ତାଙ୍କ ବିଷୟରେ ଅନେକ କିଛି ଜାଣିବାକୁ ଚାହିଁଥାନ୍ତି ହେଲେ ସନ୍ଦୀପ ନିଜ ପତ୍ନୀଙ୍କୁ ନିଜ କାର୍ଯ୍ୟକଳାପ ବିଷୟରେ କିଛି ବି କହି ନଥାନ୍ତି । ଦୀର୍ଘ ୫ ମାସ ପୂର୍ବରୁ ହେଇଥିବା ଏହି ଆତଙ୍କୀ ବିରୋଧୀ ଅପରେସନରେ ସନ୍ଦୀପ ଯୋଗ ଦେଇଥିଲେ ଏବଂ ସହିଦ ହେବା ପୂର୍ବରୁ ତିନି ଆତଙ୍କୀ ଙ୍କୁ ସଫା କରିଥିଲେ । ସନ୍ଦୀପଙ୍କର ଶେଷ ଯାତ୍ରା ରେ ତାଙ୍କ ପତ୍ନୀ ଗୁରପ୍ରୀତ ଆସିଥିଲେ ଏବଂ ତାଙ୍କ ସହ ତାଙ୍କ ର ପାଂଚ ବର୍ଷର ପୁଅ ଅବିନଵ ମଧ୍ୟ ଆସିଥିଲେ ।
ସେପ୍ଟେମ୍ବର ୨୦୧୮ ରେ କାଶ୍ମୀର ର କଂପିବାଦ ରେ କିଛି ଆତଙ୍କୀ ଙ୍କ ର ସମୁଖୀନ କରିଥିଲେ ସନ୍ଦୀପ ସିଂ । ୨୪ ଘଣ୍ଟା ପରସ୍ପର ମଧ୍ୟରେ ଗୁଳି ଚାଲିଥିଲା ଏବଂ ଏହି ଆତଙ୍କବାଦୀଙ୍କୁ ସଫା କରିବା ପରେ ନିଜେ ମଧ୍ୟ ଦେଶ ପାଁଇ ସହିଦ ହେଇଥିଲେ । କିନ୍ତୁ ସନ୍ଦୀପ କେବେ ହେଲେ ସେନାରେ ହେଇଥିବା ସର୍ଜିକାଲ ଷ୍ଟ୍ରାଇକ ବିଷୟରେ କାହାରିକୁ କିଛି କହି ନଥିଲେ, ଏମିତିକି ତାଂକ ପତ୍ନୀଂକୁ ମଧ୍ୟ କହିନଥିଲେ । ଏବଂ ଦେଶର ଏତେ ବଡ଼ କଥାକୁ ସର୍ବଦା ଗୁପ୍ତ ରଖିବାକୁ ଚାହିଁଥିଲେ ।

LEAVE A REPLY

Please enter your comment!
Please enter your name here