ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କ ଫ୍ୟାନ୍ ନିରାଶ ହୋଇଯାଇଛନ୍ତି; ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପୂର୍ବରୁ ସେ ନିଜର ସ୍ମୃତି ସବୁଦିନ ପାଇଁ ଏ ଜଗତରେ ଛାଡି ଯାଇଛନ୍ତି; ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆଜି ରିଲିଜ ହୋଇଛିଫିଲ୍ମର ଟ୍ରେଲର ଜୁଲାଇ ୬ ତାରିଖରେ ରିଲିଜ କରିବାକୁ ଘୋଷଣା କରାଯାଇଥିଲା; ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୟ ବହୁତ୍ ଭଲ ହୋଇଛି; ତେବେ ତାଙ୍କ ଟ୍ରେଲର ଦେଖିବାକୁ ତାଙ୍କ ଫ୍ୟାନ ଅପେକ୍ଷା କରିଥିଲେ; ସୁଶାନ୍ତ ଙ୍କ ଏହି ଶେଷ ଫିଲ୍ମ ଟ୍ରେଲର ଦେଖିବା ପରେ ଦର୍ଶକ ଙ୍କ ଆଖିରେ ଲୁହ ଆସିଯାଇଛି

ଟ୍ରେଲରରେ ଦେଖିବାକୁ ମିଳିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଅଭିନୟ କରିଥିବା ସଞ୍ଜନା କ୍ୟାନସରରେ ପୀଡିତ ଅଛନ୍ତି; ଫିଲ୍ମଟି କ୍ୟାନସର ପୀଡିତା ଜଣେ ଯୁବତୀଙ୍କ କାହାଣୀ ଉପରେ ଆଧାରିତ ହୋଇଛି; ଆମେରିକାନ ରୋମାଣ୍ଟିକ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟର୍ସ’ର ରିମେକ ବୋଲି କୁହାଯାଉଛି; ଫିଲ୍ମରେ ସୁଶାନ୍ତ ଓ ସଞ୍ଜନାଙ୍କ କେମିଷ୍ଟ୍ରି ବହୁତ ସୁନ୍ଦର ହେବା ସହ ଫିଲ୍ମର ଇମୋସନାଲ ସିନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି

LEAVE A REPLY

Please enter your comment!
Please enter your name here