କଟକ ଜିଲ୍ଳା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତର ପୁରୁଷୋତ୍ତମପୁର ଗାଁର ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି; ଜଣେ ଯୁବକ ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହୋଇଛି

ଗତକାଲି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତର ପୁରୁଷୋତ୍ତମପୁର ଗାଁ ଏକ ନାବାଳିକାଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ୍ କରି ରାତି ପ୍ରାୟ ୩ ଟା ବେଳେ ଜଣେ ଯୁବକ ଗିରଫ ହୋଇଛନ୍ତି; ଗିରଫ ଯୁବକ ହେଲେ ଦୀପକ ନାୟକ; ନଗ୍ନ ଫଟୋ ଭାଇରାଲ ଘଟଣାରେ ଆଉ କିଛି ଯୁବକଙ୍କ ସଂପୃକ୍ତି ଥିବା କୁହାଯାଉଛି

LEAVE A REPLY

Please enter your comment!
Please enter your name here