କରୋନା ଭାରତରେ ଆତଙ୍କ ସୃଷ୍ଟି କରିଛି; ପ୍ରତିଦିନ ୧୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟୁଛିତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, ‘କରୋନା ଟୀକା ଖୋଜିବା ପାଇଁ ସମଗ୍ର ବିଶ୍ୱ କାର୍ଯ୍ୟ କରୁଛି, ଏହାର ସନ୍ଧାନ ଭାରତରେ ମଧ୍ୟ ଚାଲିଛି, ମୁଁ ଭାବୁଛି ଆସନ୍ତା ବର୍ଷ ଏହି ଟୀକା ଆସିବ’; ଭାରତ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଛି; ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ ନୁହେଁ ବୋଲି ସେ କହିଛନ୍ତିି; ବିଶ୍ୱର ଅନ୍ୟମାନଙ୍କ ତୁଳନାରେ ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି; ଭାରତ ତୁଳନାରେ ଆମେରିକା, ବ୍ରାଜିଲ ଏବଂ ବ୍ରିଟେନରେ ମୃତ୍ୟୁ ହାର ଅଧିକ; ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here