ଅବକାରୀ ବିଭାଗ ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦ ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛି; ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋଇପାରିବ ହୋମ୍ ଡେଲିଭରି; ବୋତଲ କିମ୍ବା ପାଉଚ ପିଛା ୧୦ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ; ସର୍ବାଧିକ ଜଣେ ୫୦ ଟଙ୍କାରୁ ଅଧିକ ଡେଲିଭରି ଚାର୍ଜ ଦେଇପାରିବ ନାହିଁ; କିନ୍ତୁ କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ସରକାର ଏ ଯାଏଁ ଅନୁମତି ଦେଇନାହାନ୍ତିପୂର୍ବରୁ ବିଦେଶୀ ମଦର ହୋମ୍ ଡେଲିଭରି ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ( ଓଏସବିସି ) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି; ଏହି ପୋର୍ଟାଲ୍ ଟି ହେଉଛି www.osbc.co.in; ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ଦୋକାନୀଙ୍କ ନାମ ଓ ଠିକଣା ଏକ ସାଙ୍ଗରେ ସାଇଟରୁ ଗ୍ରାହକ ପାଇପାରିବେ

LEAVE A REPLY

Please enter your comment!
Please enter your name here