କରୋନା ଟେଷ୍ଟିଂରେ ବୃଦ୍ଧି ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି; ତେବେ ଗତ ୧୫ ଦିନ ମଧ୍ୟରେ ଭାରତରେ କରୋନା ପଜିଟିଭ ସଂଖ୍ୟା ୮ ପ୍ରତିଶତ ବଢିଛିତେବେ ଜୁଲାଇ ମୁକାବିଲାରେ ଅଗଷ୍ଟରେ ୧୦ ଗୁଣ ଟେଷ୍ଟିଂ ବଢ଼ିଛି; ଏପର୍ଯ୍ୟନ୍ତ ଭାରତରେ ୩ କୋଟି ନମୁନା ପରୀକ୍ଷା ହୋଇଛିମେଡିକାଲ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି କରୋନାକୁ ନିୟନ୍ତ୍ରଣ ଆଣିବାକୁ ହେଲେ ଟେଷ୍ଟିଂ ବଢ଼ାଇବାକୁ ହେବ; ଏହା ଦ୍ୱାରା କରୋନାର ସଫଳ ମୁକାବିଲା କରିହେବ; ଜୁଲାଇ ୧୪ ଯାଏ ମୋଟ ୧.୨ କୋଟି ଟେଷ୍ଟିଂ ହୋଇଥିଲା; ଅଗଷ୍ଟ ୧୬ରେ ଏହା ୩ କୋଟିରେ ପହଂଚିଛି; ସରକାରଙ୍କ ଲକ୍ଷ୍ୟ ଯେ, ପଜିଟିଭ ରେଟ ହ୍ରାସ କରି ୫ ପ୍ରତିଶତରେ ପହଂଚାଇବା

ତେବେ ପଣ୍ଡିଚେରୀ, ମହାରାଷ୍ଟ୍ର, ଗୋଆ, ଛତିଶଗଡ଼, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି; ଯାହା କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଚି

LEAVE A REPLY

Please enter your comment!
Please enter your name here