28 C
BHUBANESWAR, IN
September 21, 2020
Home Politics ୨୦୧୯ ନିର୍ବାଚନରେ କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସୀରେ ପାଣି, କିଏ ହେବ ଭାରତର...

୨୦୧୯ ନିର୍ବାଚନରେ କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସୀରେ ପାଣି, କିଏ ହେବ ଭାରତର ପ୍ରଧାନମନ୍ତ୍ରୀ ?

655
0

୨୦୧୪ ଲୋକସଭା ନିର୍ବାଚନ ପରେ ଏମିତି ଲାଗୁଥିଲା ଦେଶରୁ ପ୍ରାୟ କଂଗ୍ରେସ ମୁକ୍ତ ହୋଇଯିବ । ହେଲେ ଦିନକୁ ଦିନ କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚେଇବାକୁ ଦୃଢ଼ ପରିଶ୍ରମ କରି ଚାଲିଛି । ଫଳ ସ୍ବରୂପ ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଶାସିତ ତିନୋଟି ରାଜ୍ୟରେ କଂଗ୍ରେସ ସଫଳତାର ବିଜ ବୁଣି ପାରିଛି ।

ମଧ୍ୟପ୍ରଦେଶ ଛତିଶଗଡ଼ ଓ ରାଜସ୍ଥାନ ରୁ ହାରିବା ପରେ ଭାରତୀୟ ଜନତା ପାର୍ଟି ଏବେ ଚିନ୍ତାରେ ପଡ଼ି ଯାଇଛି ।

 

LEAVE A REPLY

Please enter your comment!
Please enter your name here