୪୩ ବର୍ଷ ବୟସରେ ହେଇଗଲା ପ୍ରେମ ସୁସ୍ମିତାଙ୍କୁ, କିଏ ସେ ଭାଗ୍ୟବାନ ୨୭ ବର୍ଷୀୟ ଯୁବକ ଜାଣିବା ପାଇଁ ଦେଖନ୍ତୁ ରିପୋର୍ଟ ।

0
2117

ବଲିଉଡ଼ ଜଗତରେ ଏବେ ଚାଲିଛି ବାହାଘର ଯୋଶ୍, ଯାହିକୁ ଦେଖ ସିଏ ବାହା ହେଇ ଯାଉଛି ଏବେ କିନ୍ତୁ ଏକ ଖବର ଆପଣଙ୍କୁ ଦବୁ ଯାହା ଶୁଣିଲେ ଆପଣଙ୍କୁ ୨୪୦ ଭୋଲ୍ଟ୍ ର କରେଣ୍ଟ ଲାଗିବ ।

ହଁ ଆମେ କହୁଛୁ ସୁସ୍ମିତା ସେନ୍ ଙ୍କ ବିଷୟରେ । ଯିଏ ଦିନେ ତାଙ୍କ ଜବାନିରେ ନିଷ୍ପତ୍ତି ନେଇଥିଲେ ବାହା ନହବାକୁ ସେ ଆଜି ନିର୍ଣ୍ଣୟ ନେଇ ସାରିଛନ୍ତି ବାହା ହବାକୁ ।

ବାହା ହେବେନି ବୋଲି ମିସ୍ ସେନ୍ ଦୁଇଟି କନ୍ୟା ସନ୍ତାନଙ୍କୁ ପାଳନ କରୁଥିଲେ କିନ୍ତୁ ସେ ଆଜି ହାର୍ ମାନିଛନ୍ତି ନିଜର ଏକୁଟିଆ ଜୀବନରେ । ୪୩ ବର୍ଷ ବୟସରେ ସେ ପ୍ରେମ କରି ବସିଛନ୍ତି ଜଣେ ୨୭ ବର୍ଷୀୟ ଯୁବକଙ୍କୁ । ସେ ଯୁବକ ଆଉ କେହି ନୁହନ୍ତି ସେ ହେଉଛନ୍ତି ରୋହମାନ୍, ରୋହମାନ୍ ଜଣେ ମଡେଲ୍ ତାଙ୍କ ଘର ନୋଏଡା ଦିଲ୍ଲୀ ରେ ।

ଏହି କଥା ସୁସ୍ମିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ପ୍ରକାଶ କରିଛନ୍ତି ।

ଆହୁରି ବି ଲେଖିଛନ୍ତି ଯାହା ଲେଖିଛନ୍ତି ଆପଣ ନିଜେ ଦେଖିନିଅନ୍ତୁ ।

ରୋହମାନ୍ ସୁସ୍ମିତାଙ୍କୁ ଟ୍ୟାଗ୍ କରି ଜବାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here