ଥାଇଲାଣ୍ଡରେ ରହୁଥିବା ଜଣେ ଦମ୍ପତି ୫୮ ଘଣ୍ଟା ପରସ୍ପରକୁ କିସ କରି ନିଜ ନାଁରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି
ଏହି ଦମ୍ପତିଙ୍କ ନାଁ ଏକ୍କଚଇ ଓ ଲକସାନା; ସେମାନେ ୫୮ ଘଣ୍ଟା ୩୫ ମିନିଟ ଓ ୫୮ ସେକେଣ୍ଡ ପରସ୍ପରକୁ କିସ କରିଥିଲେ; ଦମ୍ପତି ଭାଲେଣ୍ଟାଇନ ଡେ’ କିସାଥନରେ ଭାଗ ନେଇ ଜିତିଥିଲେ; ଏହି କିସକୁ ଦୁନିଆର ସବୁଠୁ ଲମ୍ବା କିସ ବୋଲି କୁହାଯାଉଛି; ଏହାସହ ଏହି ଦମ୍ପତିଙ୍କ ନାଁ ରେକର୍ଡ୍ସରେ ସ୍ଥାନ ପାଇଛି; କାରଣ ସେମାନେ ଟଏଲେଟ ଯିବା ସମୟରେ ପରସ୍ପରକୁ କିସ କରିବା ବନ୍ଦ କରି ନ ଥିଲେ; ନିଆରା ରେକର୍ଡ ସୃଷ୍ଟି ପରେ ଦମ୍ପତିଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା ସହ ହୀରା ମୁଦି ମଧ୍ୟ ମିଳିଥିଲା

LEAVE A REPLY

Please enter your comment!
Please enter your name here