୮.୧୨.୨୦୧୯, ରବିବାର ରାଶିଫଳରେ କିପରି ରହିବ ଆଜି ଆପଣଙ୍କ ଭାଗ୍ୟ ଆସନ୍ତୁ ଜାଣିବା

0
357

ମେଷ – ଆଜି ଅପ୍ରିୟ ସତ କଥା କହି ବିରୋଧର ଶିକାର ହୋଇପାରନ୍ତି; ଶାନ୍ତ ମନରେ କାର୍ଯ୍ୟ କଲେ ନିର୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ କଳହର ବାତାବରଣ ସୃଷ୍ଟି ହୋଇପାରେ
ବୃଷ – ଆଜି ମିଷ୍ଟଭାସି ହୋଇ ବିବାଦୀୟ ପରିସ୍ଥିତିରୁ ମୁକୁଳିଯାଇପାରନ୍ତି; ଆଜି ବିଳାସ ବ୍ୟସନରେ ଦିନଟି ଅତିବାହିତ ହୋଇପାରେ; କାର୍ଯ୍ୟଖେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ମିଳିପାରେ; ପରିବାରରେ କୌଣସି ମଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ
ମିଥୁନ – ଆଜି ହଠାତ ସାମାନ୍ୟ କଥାକୁ ନେଇ ବିବାଦରେ ପଡିଯାଇପାରନ୍ତି; ଆନୁଷ୍ଠାନିକ କାର୍ଯ୍ୟ ବା ସଭା-ସମିତିରେ ଯୋଗଦାନ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଛାଧୀକରିଙ୍କ ସହ ଜରୁରୀ ବୈଠକରେ ବ୍ୟସ୍ତ ରହିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ ହୋଇପାରେ; ପରିବାରେ ହର୍ଷୋଲ୍ଲାସର ବାତାବରଣ ଦେଖାଦେଇପାରେ
କର୍କଟ – ଆଜି ଯଶ, ମାନ-ସମ୍ମାନର ଅଧିକାରି ହୋଇପାରନ୍ତି; କ୍ରୀଡା, ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ଗ୍ରାହକମାନଙ୍କୁ ନିଜ କଥା କହିବା ଶୈଳୀ ପାଇଁ ଆକୃଷ୍ଟ କରିପାରନ୍ତି; ପରିବାରବର୍ଗଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି
ସିଂହ – ଆଜି କୌଣସି ଅଯଥା ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ; ଅର୍ଥାଭାବ ହେତୁ ଋଣ କରିଆରନ୍ତି; କାର୍ଯ୍ୟକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ଚକ୍ରାନ୍ତ ହେତୁ ହଇରାଣରେ ପଡିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ବିବାଦ ଉପୁଜିପାରେ; ପରିବାରରେ ଦୂରସ୍ଥାନରୁ ଦୁଃସମ୍ବାଦ ମିଳିବାରୁ ମନକୁ ଆନ୍ଦୋଲିତ କରୀପାରେ
କନ୍ୟା – ଆଜି କୌଣସି ସୁଯୋଗ ହାତପାହନ୍ତାରୁ ଖସିଯାଇପାରେ; ଭଲ କଥା କହି ମଧ୍ୟ ଅପମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ କ୍ଷତି କରାଇପାରେ; ପରିବାରରେ କଳହ ହୋଇପାରେ
ତୁଳା – ଆଜି କୌଣସି କଥାରେ ହଠାତ ପ୍ରତିକ୍ରିୟାଶୀଳ ହୋଇପଡ଼ିବାରୁ ବିବାଦ ମୁଣ୍ଡ ଟେକିପାରେ; ବନ୍ଧୁ ମାନେ କିନ୍ତୁ ପ୍ରତିଶୁତି ଦେଇ ନିର୍ଦ୍ଧାରିତ କାର୍ଯ୍ୟରେ ସାହାଯ୍ୟ କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ କିନ୍ତୁ ସଦ୍ଭାବ ରହିପାରେ
ବିଛା – ଆଜି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିପାରେ; ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ଭୁଲବୁଝାମଣା ହେତୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ
ଧନୁ – ଆଜି ବନ୍ଧୁ ଗହଣରେ ଆଳାପ-ଆଲୋଚନାରେ ସମୟ କାଟିପାରନ୍ତି; ଗୃହକୁ ଅସବାବ କିଣି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜର ଉପସ୍ଥିତି ବୁଦ୍ଧି ହେତୁ ବାଧା-ବିଘ୍ନକୁ ଏଡାଇଯାଇପାରନ୍ତି; ବ୍ୟାପାରରେ ନିଯର ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ ବଚସା ହୋଇପାରେ; ପରିବାରରେ ସୁଖ-ଶାନ୍ତି ବଜାୟ ରହିପାରେ
ମକର – ଆଜି ପ୍ରତ୍ୟେକ କାର୍ଯ୍ୟ ଦୃଢ଼ ମନୋବଳର ଥିବାରୁ ସୁଚାରୁ ରୂପେ ସମ୍ପାଦନ କରିପାରନ୍ତି; କୌଣସି ସଭାସମିତିରୁ ଆମନ୍ତ୍ରଣ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ନିଜର ଅବହେଳା ହେତୁ ଉଚ୍ଛାଧୀକରିଙ୍କ ସହ କଳହ ହୋଇପାରେ; ବ୍ୟପାରରେ ପ୍ରସାର ହୋଇପାରେ; ପରିବାରରେ ଭାଇ-ଭଉଣୀଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରେ
କୁମ୍ଭ – ଆଜି ଲାଗିରହିଥିଵାବ ପୁରାତନ ସମସ୍ୟାରୁ ମୁକୁଳିଯାଇପାରନ୍ତି; ଯାତ୍ରା ଯୋଗ ଯଦି ଆସୁଛି ତେବେ ସାବଧାନ ରୁହନ୍ତୁ, ନଚେତ ଜିନିଷ ହଜିଯାଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ହୋଇପାରେ; ବ୍ୟାପାରରେ ହାନି ହୋଇପାରେ; ପରିବାରରେ ଭୁଲବୁଝାମଣାରୁ ସନ୍ଦେହ ଜାତ ହୋଇ ସମ୍ପର୍କ ହାନି ହୋଇପାରେ
ମୀନ – ଆଜି ବିଷମ ପରିସ୍ଥତି ସୃଷ୍ଟି ହେଲେ ମଧ୍ୟ ସାହାସୀକତାର ସହ ବାଧା-ବିଘ୍ନକୁ ଏଡାଇ ଯିବେ; ସ୍ୱାର୍ଥ ହାସଲ ପାଇଁ ବନ୍ଧୁ ମାନେ ଆପଣଙ୍କ ଫାଇଦା ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିବାକୁ ପଡିପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ଗୃହକୁ କୌଣସି ଅତିଥି ଆସିବାର ସୂଚନା ମିଳୁଛି

LEAVE A REPLY

Please enter your comment!
Please enter your name here