ଗରିବ ଘରର ଓଡ଼ିଆ ଯୁବକ ତିଆରି କଲେ ନୂତନ ପ୍ରଣାଳୀ । ଯଦି ଆପଣ ମଦ ପିଇ ଥିବେ ତାହେଲେ ବାଇକ୍ ଚାଲିବନି କିମ୍ବା ଯଦି ହେଲମେଟ୍ ପିନ୍ଧି ନଥିବେ ତାହେଲେ ବି ବାଇକ୍ ଚାଲିବନି । ଚାଲୁଥିବା ବାଇକ୍ ବି ବନ୍ଦ୍ ହୋଇଯିବ । ଭିଡିଓରେ ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ କେମିତି ମାତ୍ର ୩ ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଲେ ଦୀପକ୍ ଏମିତି ଅସାଧାରଣ ଜିନିଷ । ଯାହା ସମସ୍ତଙ୍କ କାମରେ ଲାଗି ପାରିବ । ଭିଡିଓକୁ ଶେଷ ଯାଏ ଦେଖନ୍ତୁ ଆପଣ ଜାଣି ପାରିବେ ।

 

LEAVE A REPLY

Please enter your comment!
Please enter your name here