IAS Interview: ମୟୂର ଏମିତି ଏକ ପକ୍ଷୀ ଅଟେ ଯିଏ ଅଣ୍ଡା ଦିଏନି ତାହେଲେ ତା’ର ବଂଶ କେମିତି ବୃଦ୍ଧି ହୁଏ ? ଉତ୍ତର ଶୁଣିଲେ ଆପଣ ବି କହିବେ ବାଃ ବାଃ….

0
1254

ସମସ୍ତେ ଜାଣିଥିବେ ସବୁଠୁ କଷ୍ଟ ହେଉଛି IAS ପାଇବା । ଏ ସମସ୍ତଙ୍କ ସ୍ବପ୍ନ ସହିତ ସମସ୍ତ ଅଭିଭାବକଙ୍କ ସ୍ବପ୍ନ ମଧ୍ୟ ହେଇଥାଏ । ଯିଏ IAS ପାଇଛି ତା’ର ଉଦାହରଣ ସାହି ପଡୀଶ ଠୁ ଆରମ୍ଭ କରି ଦେଶ ଦୁନିଆ ମଧ୍ୟ ଦିଏ ।

ଆସନ୍ତୁ ଜାଣିବା IAS ରେ କିପରି ପ୍ରଶ୍ନ ସବୁ ପଡିଥାଏ । ଯଦି ଆପଣ IAS ର ମୂଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି ତାହେଲେ ସାକ୍ଷାତକାରରେ ଆପଣଙ୍କୁ ବିଶେଷ ଅସୁବିଧା ହବନି । IAS ରେ ସବୁବେଳେ ଉପସ୍ଥିତ ବୁଦ୍ଧି କୁ ପ୍ରାଧାନ୍ୟ ଦିଆଯାଏ, ସାମାଜିକ ଶିଷ୍ଟାଚାରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ ।

(ଜଣେ ମହିଳାଙ୍କୁ ପ୍ରଶ୍ନ ହେଇଥିଲା)

ପ୍ରଶ୍ନ: ତୁମେ ସକାଳୁ ଉଠି ଜାଣିବାକୁ ପାଇଲ ତୁମେ ଗର୍ଭବତୀ ତାହେଲେ ତୁମେ କଣ କରିବ ?

ଉତ୍ତର: ମୁଁ ବହୁତ୍ ଖୁସି ହେବି ତାପରେ ଏ ଖୁସିର ଖବର ମୋ ସ୍ବାମୀଙ୍କୁ ଜଣେଇବି ।

ପ୍ରଶ୍ନ: ମୟୂର ଏମିତି ଏକ ପକ୍ଷୀ ଯିଏ ଅଣ୍ଡା ଦିଏନି ତାହେଲେ ତା’ର ଛୁଆ କେମିତି ହୁଏ ?

ଉତ୍ତର: ମୟୂର ହେଉଛି ନର ସେଥିପାଇଁ ତାକୁ ଅଣ୍ଡା କିମ୍ବା ଛୁଆ ଦବାର କ୍ଷମତା ଭଗବାନ ଦେଇ ନାହନ୍ତି ।

ପ୍ରଶ୍ନ: ତୁମେ ସକାଳ ଜଳଖିଆରେ କଣ କେବେ ଖାଓନି ?

ଉତ୍ତର: ମୁଁ ସକାଳ ଜଳଖିଆରେ ରାତ୍ରଭୋଜନ କେବେ ଖାଏନି ।

ପ୍ରଶ୍ନ: ଯଦି ଗୋଟିଏ ପାଚେରୀକୁ ଆଠ ଜଣ ପୁରୁଷ ଚାରିଦିନରେ ସାରି ଦେଇଛନ୍ତି ତାହେଲେ ସେହି ପାଚେରୀକୁ ଚାରିଜଣ ପୁରୁଷ କେତେ ଦିନରେ ସାରିବେ ?

ଉତ୍ତର: ସେ ପାଚେରୀର ନିର୍ମାଣ କାର୍ଯ୍ୟ ସରି ଯାଇଛି ।

ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here