ଆଜିକାଲି ଦିନକୁ ଦିନ ପେଟ୍ରୋଲ ଆଉ ଡିଜେଲ ରେଟ୍ କମିବାକୁ ଲାଗିଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ ଯେତେବେଳେ ଆରବ ଦେଶ ମାନଙ୍କରେ କ୍ରୁଡ୍ ଅଏଲ୍ ର ରେଟ୍ ବଢ଼ିଯାଏ ଆମେ ବାଧ୍ୟ ହେଉ ଆମ ଦେଶର ଇନ୍ଧନ ର ମୂଲ୍ୟ ବଢ଼ାଇବାକୁ । ଆମ ଦେଶରେ ପେଟ୍ରୋଲିୟମ ନମିଳିବା ହେତୁ ଆମେ ସେଇ ସବୁ ଦେଶ ମାନଙ୍କ ଉପରେ ନିର୍ଭରଶୀଳ ଯେଉଁ ଦେଶ ମାନଙ୍କରେ ଏସବୁ ଉତ୍ପାଦନ କରା ଯାଉଛି ।

ଦେଖନ୍ତୁ ଏହି ରିପୋର୍ଟ ଆପଣ ଜାଣି ପାରିବେ କେତେ କମିଛି ଡିଜଲ୍ ଆଉ ପେଟ୍ରୋଲ ମୂଲ୍ୟ ।

ଡିସେମ୍ବର ୧ ରେ ଡିଜଲ୍ ର ମୂଲ୍ୟ ୭୨ ଟଙ୍କା ୩୩ ପଇସା ଥିଲାବେଳେ ପେଟ୍ରୋଲ ର ମୂଲ୍ୟ ଥିଲା ୭୧ ଟଙ୍କା ୬୩ ପଇସା । ପ୍ରତି ଦିନ ଏହା ଘଟି ଘଟି ଆଜି ଡିଜଲ୍ ର ମୂଲ୍ୟ ୬୯ ଟଙ୍କା ୨୪ ପଇସା ଓ ପେଟ୍ରୋଲ ର ମୂଲ୍ୟ ୬୯ ଟଙ୍କା ୧୩ ପଇସାରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here