ଆମ ଓଡ଼ିଆ ସଂସ୍କୃତି ଓ ତିଥି ଅନୁସାରେ କିଛି ଖାଦ୍ୟ ଖାଇବା ପାଇଁ ନିଷେଧ କରାଯାଇଛି | ଆପଣ ଜାଣନ୍ତି କି କେଉଁ ତିଥିରେ କଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ; ତେବେ ଆସନ୍ତୁ ଜାଣିବା…
୧. ପୂର୍ଣମୀ – ମତ୍ସ୍ୟମାଂସ
୨. ପ୍ରତିପଦା – ପାଣିକଖାରୁ
୩. ଦ୍ଵିତୀୟା – ଭେଜି ବାଇଗଣ
୪. ତୃତୀୟା – ପୋଟଳ
୫. ଚତୁର୍ଥୀ – ମୂଳା
୬. ପଞ୍ଚମୀ – ବେଲ
୭. ଷଷ୍ଠୀ – ନିମ୍ବ, ପିତାଦ୍ରବ୍ୟ
୮. ସପ୍ତମୀ – ତାଳ
୯. ଅଷ୍ଟମୀ – ନଡ଼ିଆ
୧୦. ନବମୀ – ଲାଉ
୧୧. ଦଶମୀ – କଳମୀ ଶାଗ
୧୨. ଏକାଦଶୀ – ଶିମ୍ବ
୧୩. ଦ୍ୱାଦଶୀ – ପୋଇ
୧୪. ତ୍ରୟୋଦଶୀ – ବାଇଗଣ
୧୫. ଚତୁର୍ଦ୍ଦଶୀ – ବିରିଦ୍ରବ୍ୟ
୧୬. ଅମାବାସ୍ୟା – ମତ୍ସ୍ୟମାଂସ, କ୍ଷୀର

LEAVE A REPLY

Please enter your comment!
Please enter your name here